• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /କେମିତି କଟିବ ବୁଧବାର

କେମିତି କଟିବ ବୁଧବାର

ସ୍ୱାସ୍ଥ୍ୟ ସଚେତନ ହେବେ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ।

Edited By:Zee Odisha Desk
Published: May 13, 2020, 01:05 PM IST|Updated: May 13, 2020, 01:05 PM IST
joinshare
କେମିତି କଟିବ ବୁଧବାର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ପ୍ରଥମ ଥର ପାଇଁ ୧୨ଟି ପରମାଣୁ ଅସ୍ତ୍ର ମୁତୟନ କରିଛି ଭାରତ

    ପ୍ରଥମ ଥର ପାଇଁ ୧୨ଟି ପରମାଣୁ ଅସ୍ତ୍ର ମୁତୟନ କରିଛି ଭାରତ

    india nuclear policy4:56 PM IST
    2

    Top 10 News: POK ହିଂସାରେ ୩୦ ମୃତ, ଭାରତର ପରମାଣୁ ନୀତିରେ ବଡ଼ ପରିବର୍ତ୍ତନ ଓ ଅନ୍ୟ ଖବର

    top 10 news today4:26 PM IST
    3

    Home Guards: ଗୃହରକ୍ଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର, ବଢ଼ିଲା ଦୈନିକ ଭତ୍ତା

    Home Guards Allowance HikeJun 09
    4

    ଓଡ଼ିଆ ଚଳଚ୍ଚିତ୍ର ‘ମେହେର ମୁଣ୍ଡା’କୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ

    cm mohan charan majhiJun 09
    5

    ରେଳ ଫାଟକରେ ଅସାବଧାନତା ମୃତ୍ୟୁର କାରଣ; ସଚେତନତା ପାଇଁ ସମ୍ବଲପୁର ରେଳ ମଣ୍ଡଳର ବ୍ୟାପକ ଅଭିଯାନ

    Odisha newsJun 09

    ମେଷ- ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଲାଇବେ । ଅକସ୍ମାତ୍ ଧନପ୍ରାପ୍ତିର ଯୋଗ ରହୁଛି । ଛାତ୍ରଛାତ୍ରୀମାନେ ଲିଖନ ପଠନରେ ମନନିବେଶ କରିବେ ।

    ବୃଷ- ମାନସିକ ଶାନ୍ତି ବଜାୟ ରହିବ । ସୁଖ ସନ୍ତୋଷରେ ଦିନ କାଟିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଭଗବାନ ଦର୍ଶନ ସହ ବନ୍ଧୁମିଳନର ଯୋଗ ରହୁଛି ।

    ମିଥୁନ- କର୍ତ୍ତବ୍ୟ ପରାୟଣା ହେବେ । ଉଚ୍ଚ ଆଶା ଫଳବତୀ ହେବ । କୌଣସି ଧାର୍ମିକ କାର୍ଯ୍ୟରେ ଯୋଗଦେବେ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

    କର୍କଟ- ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କର୍ମ କ୍ଷେତ୍ରରେ କର୍ମ ଚାପ ଲାଗି ରହିଛି । ଆୟ ଆଶାନୁରୂପ ହେବ । ଶାରୀରିକ କିମ୍ବା ମାନସିକ ଭାବେ ଆଘାତ ପ୍ରାପ୍ତ ହେବେ ।

    ସିଂହ- ଶାରୀରିକ କ୍ଲେଶ ଅନୁଭବ କରିବେ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଦୂର ସମ୍ପର୍କୀୟଙ୍କ ସାହାଯ୍ୟ ପାଇବେ । ଅଜଣା ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଅସୁବିଧାରେ ପଡିବେ

    କନ୍ୟା- ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ । ମନ ପ୍ରଫୁଲ୍ଲିତ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ପରିବାରରେ ଉତ୍ତମ ବୁଝାମଣା ପରିଲକ୍ଷିତ ହେବ ।

    ତୁଳା- ମନ ପ୍ରସନ୍ନ ରହିବ । କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ବନ୍ଧୁ ସୂତ୍ରରୁ ଲାଭବାନ ହେବେ

    ବିଛା- ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କର୍ମ କରି ସଫଳ ହେବେ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

    ଧନୁ- ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ବ୍ୟବସାୟ ଉତ୍ତମ ହେବ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ ।

    ମକର- ପ୍ରତ୍ୟେକ କାର୍ଯ୍ୟ ଆଜି ଆପଣ ସୂଚାରୁ ରୂପେ ସମ୍ପାଦନ କରିବେ । ଭଗବାନଙ୍କ ଦର୍ଶନ ପାଇ ମନ ବଳିବ । ମନ ପ୍ରସନ୍ନ ରହିବ । ବନ୍ଧୁ ସହଯୋଗ ପାଇବେ ।

    କୁମ୍ଭ- ଦେହ ଓ ମନ ସୁସ୍ଥ ରହିବ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ନିତି ଆଦର୍ଶକୁ ନେଇ ପରିଚାଳିତ ହେବେ । ଆୟ ଓ ବ୍ୟୟ ସମାନ ରହିବ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ

    ମୀନ- ମନ ସ୍ଥିର କରି କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ଧର୍ମ କର୍ମ ସମ୍ପାଦନ କରିବେ । ସ୍ୱାସ୍ଥ୍ୟ ସଚେତନ ହେବେ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ।

    Add Zee News as a Preferred Source
    TAGS:
    Horoscope
    astorlogy
    Astrology Horoscope For Today