ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତୃତ୍ୱରେ ମେଣ୍ଟ ବହୁମତ ହାସଲ କରିବା ପରେ ଝାଡଖଣ୍ଡରେ ସରକାର ଗଢିବାକୁ ଯାଉଛନ୍ତି ହେମନ୍ତ ସୋରେନ । ଏଥିପାଇଁ ଆସନ୍ତା 29 ତାରିଖରେ ଶପଥ ନେବାକୁ ପ୍ରସ୍ତୁତ ଆରମ୍ଭ କରିଦେଲେଣି ସୋରେନ ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ତେବେ ଏହି ଉତ୍ସବ ପୂର୍ବରୁ ହେମନ୍ତ ଦିଲ୍ଲୀ ଗସ୍ତ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି ।
Trending Photos
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ନେତୃତ୍ୱରେ ମେଣ୍ଟ ବହୁମତ ହାସଲ କରିବା ପରେ ଝାଡଖଣ୍ଡରେ ସରକାର ଗଢିବାକୁ ଯାଉଛନ୍ତି ହେମନ୍ତ ସୋରେନ । ଏଥିପାଇଁ ଆସନ୍ତା 29 ତାରିଖରେ ଶପଥ ନେବାକୁ ପ୍ରସ୍ତୁତ ଆରମ୍ଭ କରିଦେଲେଣି ସୋରେନ ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ତେବେ ଏହି ଉତ୍ସବ ପୂର୍ବରୁ ହେମନ୍ତ ଦିଲ୍ଲୀ ଗସ୍ତ କରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି ।
ସୋନିଆଙ୍କୁ ଭେଟି ସୋରେନ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବାକୁ ପ୍ରସ୍ତାବ ଦେଇଛନ୍ତି ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ସୋରେନଙ୍କ ଏହି ନିମନ୍ତ୍ରଣକୁ ଗ୍ରହଣ କରିବା ସହିତ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବାକୁ ସୋନିଆ କହିଥିବା ସୋରେନ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ସୋରେନ ଆହୁରି ମଧ୍ୟ କହିଛନ୍ତି କି ସେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନିମନ୍ତ୍ରଣ ଦେବେ ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି ।
29 ଡ଼ିସେମ୍ୱରରେ ଶପଥ ଗ୍ରହଣ ଉତ୍ସବ
ଜେଏମଏମର କାର୍ଯ୍ୟକାରୀ ଅଧ୍ୟକ୍ଷ ହେମନ୍ତ ସୋରେନ ମଙ୍ଗଳବାର ରାଜ୍ୟପାଳଙ୍କୁ ଦ୍ରୌପଦୀ ମୁ୍ର୍ମୁଙ୍କୁ ଭେଟି ସରକାର ଗଢିବା ପାଇଁ ପ୍ରସ୍ତାବ ଦେଇଛନ୍ତି ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡିଙ୍କ ଦଳ ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା(ଜେବିଏମ)ର ପ୍ରାୟ 50 ଜଣ କର୍ମୀଙ୍କ ସହିତ ବିଧାୟକଙ୍କ ସହିତ ହେମନ୍ତ ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିଲେ ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ଏହି ସମୟରେ କଂଗ୍ରେସ ପ୍ରଭାରୀ ଆରପିଏନ ସିଂ, ଜେଏମଏମର ନେତା ଶିବୁ ସୋରେନ, ଆରଜେଡ଼ି ନେତା ତେଜସ୍ୱୀ ଯାଦବ ଏବଂ କଂଗ୍ରେସର ହାଇକମାଣ୍ଡଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକ ଟିଏସ ସିଂହଦେବ ଉପସ୍ଥିତ ଥିଲେ ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳ ଶ୍ରୀମତୀ ମୁର୍ମୁ ଆସନ୍ତା 29 ତାରିଖରେ ଶପଥ ନେବା ସହିତ ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ତେବେ ଆସନ୍ତା 29 ତାରିଖରେ ରାଞ୍ଚିର ମୋରହାବାଦୀ ମୈଦାନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି ।
ସୂଚନାଯୋଗ୍ୟ ଗତ ସୋମବାର ଆସିଥିବା ଫଳାଫଳ ପରେ ଜେଏମଏମ, କଂଗ୍ରେସ ଓ ଆରଜେଡ଼ିର ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିଥିବା ଦେଖିବାକୁ ମିଳିଥିଲା ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ମୋଟ 81 ଆସନରୁ 47ଟି ଆସନରେ ଏହି ମେଣ୍ଟକୁ ବହୁମତ ମିଳିଥିଲା ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିବା ପରେ ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦୁଇ ସହଯୋଗୀ ବିନା ସର୍ତ୍ତରେ ଘୋଷଣା କରିଥିଲେ ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି । ଏହି ମେଣ୍ଚରେ ଜେଏମଏମଙ୍କୁ 30ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ 19 ଏବଂ ଆରଜେଡ଼ି କୁ ଗୋଟିଏ ଆସନ ମିଳିଥିଲା ଭୁବନେଶ୍ୱର ଏମ୍ସରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଅଟଳଜୀଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି ।