close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଘରେ ଟଙ୍କାର ଅଭାବ ରହୁଛି କି; ଆପଣାଇ ପାରିବେ ଏହି ସବୁ ଉପାୟ

ଜୀବନରେ କିଛି ସମସ୍ୟାକୁ ଦୂର କରିବାରେ ଶୁଖିଲା ଲଙ୍କାକୁ ବ୍ୟବହାର କରିହେବ । ତେବେ ଆସନ୍ତୁ ଜାଣିବା ଶୁଖିଲା ଲଙ୍କାର ମଞ୍ଜିକୁ ବ୍ୟବହାର କରି ଜୀବନର ସମସ୍ୟା, ବାଧା-ବିଘ୍ନକୁ କିପରି ଦୂର କରି ପାରିବା । 

ଘରେ ଟଙ୍କାର ଅଭାବ ରହୁଛି କି; ଆପଣାଇ ପାରିବେ ଏହି ସବୁ ଉପାୟ

ଭୁବନେଶ୍ୱର: ସାଧାରଣତଃ ସମସ୍ତ ବ୍ୟକ୍ତି ଘରେ ସୁଖ ସମୃଦ୍ଧି ବୃଦ୍ଧି କରିବାକୁ ଚାହିଁଥାନ୍ତି । ଏଥିଲାଗି କିଛି ଲୋକ ଘରେ ପୂଜା ପାଠ କରିବା ସହ ଅନେକ ଉପାୟ ମଧ୍ୟ ଆପଣାଇଥାନ୍ତି । କିନ୍ତୁ ସଫଳ ହୋଇନଥାନ୍ତି । ଜୀବନରେ କିଛି ସମସ୍ୟାକୁ ଦୂର କରିବାରେ ଶୁଖିଲା ଲଙ୍କାକୁ ବ୍ୟବହାର କରିହେବ । ତେବେ ଆସନ୍ତୁ ଜାଣିବା ଶୁଖିଲା ଲଙ୍କାର ମଞ୍ଜିକୁ ବ୍ୟବହାର କରି ଜୀବନର ସମସ୍ୟା, ବାଧା-ବିଘ୍ନକୁ କିପରି ଦୂର କରି ପାରିବା ।
- ମନସ୍କାମନା ପୁରଣ ହେବାରେ ବାଧା ଆସୁଥିଲେ ୨୧ଟି ଶୁଖିଲା ଲଙ୍କାର ମଞ୍ଜିକୁ ଜଳରେ ଭସାଇ ଦିଅନ୍ତୁ ।   
- ୭ଟି ଶୁଖିଲା ଲଙ୍କାକୁ ଲାଲ କପଡାରେ ବାନ୍ଧନ୍ତୁ । କପଡ଼ାକୁ ଟଙ୍କା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ଧନଭାଵ ଦୂର ହୋଇଯିବ ।
-  ୫ଟି ଶୁଖିଲା ଲଙ୍କାକୁ କପଡ଼ାରେ ବାନ୍ଧି ଶୋଇବା ସ୍ଥାନରେ ରଖିଦିଅନ୍ତୁ । ଏପରି କରିବା ଦ୍ୱାରା  ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ହେବ । 
- ୭ଟି ଶୁଖିଲା ଲଙ୍କା ଓ  ଅଳ୍ପ କଳା ରାଶି, ଜାଇଫଳ ଓ  ଫିଟିକିରି ଦାନା ମିଶେଇ ଗୋଟିଏ କପଡାରେ ବାନ୍ଧି ଦିଅନ୍ତୁ ।  ଶୁକ୍ରବାର ଦିନ ଏହାକୁ  ଘରେ  ରଖି ତାପରଦିନ ଅର୍ଥାତ ଶନିବାର ଦିନ ଏହାକୁ ନେଇ ଗୃହରେ ସୁଖ-ଶାନ୍ତି ବଜାୟ ରହିବା ପାଇଁ ଭଗବାନଙ୍କୁ ସ୍ମରଣ କରି ଅଶ୍ୱସ୍ଥ ବୃକ୍ଷ ମୂଳରେ ପୋତିଦେଇ ଆସନ୍ତୁ ।