'ଭାରତ ଖାଇବାକୁ ଦେଉଛି, ପାକିସ୍ତାନ ମାଡ଼ ମାରୁଛି'

ଦକ୍ଷିଣ ଏସିଆର ଏକ ଅଂଶ ଗିଲଗିଟ ବେଲୁଚିସ୍ତାନ, ଯେଉଁଠାରେ ଅହରହ ଅଶାନ୍ତି ଲାଗି ରହିଛି। ଅଧିକାଂଶ ସମୟରେ ସେଠାରେ ହିଂସା, ଆତଙ୍କୀ କାର୍ଯ୍ୟ କଳାପ ପାଇଁ ବେଶ ଚର୍ଚ୍ଚାରେ ରହିଥାଏ। ଏହି କାର୍ଯ୍ୟ ପାଇଁ ଅଧିକାଂଶ ସମୟରେ ମଧ୍ୟ ଏହି ବେଲୁଚିସ୍ତାନ ଚର୍ଚ୍ଚାରେ ରହିଥାଏ। ପୁଣି ଥରେ ଏହି ରାଷ୍ଟ୍ର ଚର୍ଚ୍ଚାକୁ ଆସିଛି। ତେବେ ଏଥର ଚର୍ଚ୍ଚାକୁ ଆସିବା କାରଣ କି

'ଭାରତ ଖାଇବାକୁ ଦେଉଛି, ପାକିସ୍ତାନ ମାଡ଼ ମାରୁଛି'

About the Author