ଶକ୍ତି ବଢାଇବାକୁ ୪୫୦ ଯୁଦ୍ଧ ବିମାନ ସାମିଲ କରିବ ଭାରତୀୟ ବାୟୁସେନା

ଆଗମୀ ୩୫ ବର୍ଷକୁ ଦୃଷ୍ଟିରେ ରଖି ବିଭିନ୍ନ ଧରଣର ପ୍ରାୟ ୪୫୦ଟି ଯୁଦ୍ଧ ବିମାନକୁ ଅଧିଗ୍ରହଣ କରି ଶକ୍ତି ବଢାଇବାକୁ ଯୋଜନା କରିଛି ଭାରତୀୟ ବାୟୁସେନା |

ଶକ୍ତି ବଢାଇବାକୁ ୪୫୦ ଯୁଦ୍ଧ ବିମାନ ସାମିଲ କରିବ ଭାରତୀୟ ବାୟୁସେନା