ସୀମାରୁ ଆସିଲା ବଡ଼ ଖବର, ଭାରତ-ଚୀନ ସୈନିକ ହାତାହାତି

ଯାହା କୁହାଯାଉଛି, ଉତ୍ତର ସିକିମର ନାକୁ ଲା ସେକ୍ଟରରେ ଏହି ଘଟଣା ଘଟିଛି । ଏହି ଅଞ୍ଚଳ ସଡ଼କ ପଥ ଦ୍ୱାରା ଯୋଡ଼ି ହୋଇନାହିଁ । ତେଣୁ ଏହି ଅଞ୍ଚଳକୁ କେବଳ ହେଲିକପ୍ଟର ମାଧ୍ୟମରେ ଯାଇହୁଏ ।

ସୀମାରୁ ଆସିଲା ବଡ଼ ଖବର, ଭାରତ-ଚୀନ ସୈନିକ ହାତାହାତି
Image Credit: ପ୍ରତୀକାତ୍ମକ ଫଟୋ

About the Author