୧୨ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ହୁହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗୁରୁବାର ସନ୍ଧ୍ୟା ସୁଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହଜାର ଅତିକ୍ରମ କରିଛି। ସ୍ୱାସ୍ଥ୍ୟା ବିଭାଗ ଜାରି କରିଥିବା ରିପୋର୍ଟରୁ ଏହି ସୂଚନା ମିଳିଛି। ରିପୋର୍ଟ ମୁତାବକ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବର୍ତ୍ତମାନ ମୋଟ ୧୨୭୫୯ ଜଣ ଆକ୍ରାନ୍ତ ରହିଥିବା ବେଳେ ମୋ

୧୨ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

About the Author