ମା ମୋତେ ନେବାକୁ ଆସିଛନ୍ତି: ଇର୍ଫାନ

ମା ପ୍ରେମରେ ବନ୍ଧା ପଡ଼ିଥିଲେ ଇର୍ଫାନ। ଶେଷରେ ମାଙ୍କ ସ୍ୱର୍ଗବାସୀ ହେବା ପରେ ମୃତ୍ୟୁ ତାଙ୍କୁ କୋଳେଇ ନେଇଥିଲା। ଆଉ ଶେଷରେ ନିଜ ମା'ଙ୍କ ନିକଟକୁ ଚାଲିଯାଇଛନ୍ତି ଇର୍ଫାନ ଆଉ ଛାଡ଼ି ଯାଇଛନ୍ତି ମୃତ୍ୟୁ ପୂର୍ବରୁ ବାର୍ତ୍ତା। ଯାହା ବେଶ ହୃଦୟସ୍ପର୍ଶୀ।

ମା ମୋତେ ନେବାକୁ ଆସିଛନ୍ତି: ଇର୍ଫାନ

About the Author