କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ କ'ଣ ସରକାର ୩ ଲକ୍ଷ ଟଙ୍କା ଦେଉଛନ୍ତି ? ଜାଣନ୍ତୁ ସତ

ପିଆଇବି ମଧ୍ୟ ସ୍ପଷ୍ଟ କରିଛି, ସୋସିଆଲ ମିଡିଆରେ ପ୍ରଚାର ହେଉଥିବା ଏହି ସବୁ ଖବର ମିଥ୍ୟା ଏବଂ ଏହାର କୌଣସି ଆଧାର ନାହିଁ ।

କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ କ'ଣ ସରକାର ୩ ଲକ୍ଷ ଟଙ୍କା ଦେଉଛନ୍ତି ? ଜାଣନ୍ତୁ ସତ
Image Credit: ପ୍ରତୀକାତ୍ମକ ଫଟୋ

About the Author