ପୁଣିଥରେ ବିବାହ କରିବେ ହ୍ରିତିକ !
Advertisement
Article Detail0/zeeodisha/odisha587763

ପୁଣିଥରେ ବିବାହ କରିବେ ହ୍ରିତିକ !

ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଏବେ ନିକଟରେ ତାଙ୍କର ଫିଲ୍ମ ୱାର କୁ ନେଇ ବହୁତ ପ୍ରଶଂସା ସାଉଣ୍ଟୁଛନ୍ତି। ତେବେ ହ୍ରିତିକ ପ୍ରଶଂସକଙ୍କ ଲାଗି ଖୁସି ଖବର। ଖବର  ଅନୁସାରେ ବହୁତ ଜଳଦି ହ୍ରିତିକ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି।

ପୁଣିଥରେ ବିବାହ କରିବେ ହ୍ରିତିକ !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଏବେ ନିକଟରେ ତାଙ୍କର ଫିଲ୍ମ ୱାର କୁ ନେଇ ବହୁତ ପ୍ରଶଂସା ସାଉଣ୍ଟୁଛନ୍ତି। ତେବେ ହ୍ରିତିକ ପ୍ରଶଂସକଙ୍କ ଲାଗି ଖୁସି ଖବର। ଖବର  ଅନୁସାରେ ବହୁତ ଜଳଦି ହ୍ରିତିକ ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ସବୁଠାରୁ ଆକର୍ଷଣୀୟ କଥା ଏହା ଯେ ଝିଅ କେହି ଆଉ ନୁହେଁ ତାଙ୍କର ଏକ୍ସୱାଇଫ  ସୁଜେନ ଖାନ। ଏବେ ଏହି କଥାରେ କେତେ ସତ୍ୟତା ଅଛି ଏହା ତୋ ଆସନ୍ତା ଦିନରେ ଜଣା ପଡିବ। କିଛି ଦିନ ପୂର୍ବେ ସୁଜେନ ଖାନ ଙ୍କର ପିତା ସଞ୍ଜୟ ଖାନ ଦୁହେଁ ପୁଣି ସାଥି ହେବାର ଆଶା ଅଛି ବୋଲି କହିଥିଲେ ।

fallback

ଦେଖିବାକୁ ଗଲେ ତଲାକ ପରେ  ହ୍ରୀତିକଓ ସୁଜେନ ବହୁତ ଥର ଏକାଠି ଥିବାର ଦେଖା ଯାଇଛି। ଆଜିର ଦିନରେ ବି ସେ ଦୁହେଁ ନିଜ ପିଲା ସହିତ ମସ୍ତି କରୁ ଥିବାର ଦେଖିବାକୁ ମିଳି ଥାଏ। ତଲାକ ର 4 ବର୍ଷ ପରେ ବି ହ୍ରିତିକ ଓ ସୁଜେନ ଙ୍କର ଭିତରେ ବହୁତ ଭଲ ଦୋସ୍ତି ଥିବାର ଦେଖିବାକୁ ମିଳେ । 

;