• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ମୁକୁଳିଲେ ମୁଫତି, ନିଜଘରେ ରହିବେ ନଜର ବନ୍ଦୀ

ମୁକୁଳିଲେ ମୁଫତି, ନିଜଘରେ ରହିବେ ନଜର ବନ୍ଦୀ

୮ ମାସ ପରେ ଜେଲରୁ ମୁକୁଳିଲେ ମୁଫତି

Edited ByZee Odisha Desk
Published: Apr 07, 2020, 08:05 PM IST|Updated: Apr 07, 2020, 08:06 PM IST
joinshare
ମୁକୁଳିଲେ ମୁଫତି, ନିଜଘରେ ରହିବେ ନଜର ବନ୍ଦୀ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Weekly Horoscope: ଅଗଷ୍ଟ ୧୭ରୁ ୨୩ କିପରି ବିତିବ? ପଢନ୍ତୁ ମେଷରୁ ମୀନ ରାଶିଫଳ...

    Weekly Horoscope: ଅଗଷ୍ଟ ୧୭ରୁ ୨୩ କିପରି ବିତିବ? ପଢନ୍ତୁ ମେଷରୁ ମୀନ ରାଶିଫଳ...

    2

    ଆରଜି କର ଦୁଷ୍କର୍ମ ମାମଲା; ପୂର୍ବତନ TMC ବିଧାୟକ ଓଡ଼ିଶାରୁ ଗିରଫ

    3

    ଡିଜିପି ନିଯୁକ୍ତିରେ କୌଣସି ବେନିୟମ କାମ ହୋଇନି: AG ପୀତାମ୍ବର ଆଚାର୍ଯ୍ୟ

    4

    ସଂସଦ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ, MMDR ସଂଶୋଧନ ବିଲ୍‌ ସମେତ ୧୧ଟି ଗୃହୀତ

    5

    ତିର୍ତ୍ତୋଲ ବ୍ଲକ୍‌ରେ ୩ କୋଟିରୁ ଅଧିକ ସରକାରୀ ଅର୍ଥ ହେରଫେର: ଦୁଇ ପୂର୍ବତନ ଅଧିକାରୀ ଗିରଫ

    ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ପ୍ରମୁଖ ମେହବୁବା ମୁଫତୀ ୭ମାସ ପରେ ମୁକୁଳିଛନ୍ତି। ସରକାରୀ ବାସଭବନରେ ନଜର ବନ୍ଦୀ ଭାବେ ରହିଥିବା ତାଙ୍କ ନିଜ ଘରକୁ ସ୍ଥାନାନ୍ତର କରାଯାଇଛି। ତେବେ ତାଙ୍କ ନିଜ ଘରେ ମଧ୍ୟ ସେ ନଜର ବନ୍ଦୀରେ ରହିବେ ବୋଲି ଜଣାପଡ଼ିଛି। 

    ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ଆଦେଶ ମୁତାବକ ମୌଲାନା ଆଜାଦ ରୋଡ଼ସ୍ଥିତ ଅସ୍ଥାୟୀ ଭାବେ ରହିଥିବା ଜେଲରେ ବିଗତ ୭ ମାସ ଧରି ମେହବୁବା ମୁଫତୀ ନଜର ବନ୍ଦୀରେ ରହି ଆସୁଥିଲେ। ତେବେ ଏଠାରୁ ସରକାରୀ ଭାବେ ମୁଫତୀଙ୍କୁ ତାଙ୍କ ବାସଭବନକୁ ସ୍ଥାନାନ୍ତର କରି ଦିଆଯାଇଛି। ବର୍ତ୍ତମାନ ତାଙ୍କ ଘରକୁ ମଧ୍ୟ ସରକାରୀ ସ୍ତରରେ ଅସ୍ଥାୟୀ ଜେଲ ଭାବେ ଘୋଷିତ କରିଦିଆଯାଇଛି। ତେବେ ଏହା ପୂର୍ବରୁ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସର ଉପାଧ୍ୟକ୍ଷ ଉମର ଅବ୍ଦୁଲ୍ଲା ଟ୍ୱିଟମାଧ୍ୟମରେ ମେହବୁବାଙ୍କ ମୁକ୍ତି ପାଇଁ କହିଥିଲେ। 

    ସୂଚନା ଯୋଗ୍ୟ କେନ୍ଦ୍ର ସରକାର ଜମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରିଥିଲେ। ଏହା ପୂର୍ବରୁ ଗତବର୍ଷ ଅଗଷ୍ଟ ମାସ ୫ ତାରିଖରେ ମେହବୁବା ମୁଫତିଙ୍କୁ ନଜର ବନ୍ଦୀ ଭାବେ ରଖାଯାଇଥିଲା। ଏହା ପରେ ୬ ଫେବୃଆରୀରେ ପିଏସଏ ଲାଗୁ କରାଯାଇଥିଲା। ଏହି ନିୟମକୁ ସମ୍ପୂର୍ଣ୍ଣ ଭାବେ ହଟାଇବା ସହିତ ତତ୍କାଳୀନ ଜମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷିତ କରାଯାଇଥିଲା। 

    Add Zee News as a Preferred Source
    TAGS:
    Mehbooba Mufti
    ex chief minister
    Jammu Kashmir