କୋରୋନା: ସତ ହୋଇଥିଲେ ସାଂଘାତିକ, ଦିଲ୍ଲୀରେ ସ୍ଥିତି ଅତି ଗମ୍ଭୀର

ସମ୍ପୂର୍ଣ୍ଣ ଦିଲ୍ଲୀ ଏବେ ରେଡ୍ ଜୋନରେ ରହିଛି, ଦେଶର ରାଜଧାନୀ ଦୃଷ୍ଟି କୋଣରୁ ଦିଲ୍ଲୀର ପରିସ୍ଥିତି ସମସ୍ତଙ୍କ ପାଇଁ ବେଶ ଗୁରୁତ୍ତ୍ୱ ବହନ କରିଥାଏ। କିନ୍ତୁ ଏହି ଗମ୍ଭୀର ସ୍ଥିତିରେ ଦିଲ୍ଲୀର କୋରୋନା ସ୍ଥିତି ସମ୍ପର୍କରେ ଭୁଲ ତଥ୍ୟ ସାମ୍ନାକୁ ଆସୁଥିବା ଅଭିଯୋଗ ହେବାରେ ଲାଗିଛି। ଦିଲ୍ଲୀରେ ବର୍ତ୍ତମାନ କୋରୋନା ସ୍ଥିତି ଅତ୍ୟନ୍ତ ସଂକଟଜନକ ପରିସ୍ଥିତି

କୋରୋନା: ସତ ହୋଇଥିଲେ ସାଂଘାତିକ, ଦିଲ୍ଲୀରେ ସ୍ଥିତି ଅତି ଗମ୍ଭୀର

About the Author