ହେଲିକପ୍ଟର ଭଡ଼ା କରି ନେଲା ହୃଦୟ, ଜୀବନ ରକ୍ଷା କଲା କେରଳ ପୋଲିସ

ଜଣେ ରୋଗୀଙ୍କ ପାଇଁ କେରଳ ପୋଲିସ ପ୍ରତ୍ୟାରୋପଣ ପାଇଁ ହେଲିକପ୍ଟର ଭଡ଼ା କରି ତିରୁବନନ୍ତପୁରମରୁ କୋଚିରେ ପହଞ୍ଚାଇଛି ଏକ ହୃଦୟ। ଏପରିକି ନିଜ ହାତରୁ ହେଲିକପ୍ଟରର ଭଡ଼ା ମଧ୍ୟ ଦେଇଛି କେରଳ ପୋଲିସ। ତେବେ ପୋଲିସର ଏହି ସାହାଯ୍ୟ ପାଇଁ ସମଗ୍ର ଦେଶରୁ ପ୍ରଶଂସାର ସୁଅ ଛୁଟିଛି। ଘଟଣାଟି ଏହିପରି। କୋଚିରେ ଚିକିତ୍ସିତ ଜଣେ ରୋଗୀଙ୍କର ଅସ୍ତ୍ରୋପଚାର ପାଇଁ

ହେଲିକପ୍ଟର ଭଡ଼ା କରି ନେଲା ହୃଦୟ, ଜୀବନ ରକ୍ଷା କଲା କେରଳ ପୋଲିସ

About the Author