ଜାଣନ୍ତୁ କିପରି କଟିବ ଆଜିର ଦିନ

ଜାଣନ୍ତୁ ଆଜିର ରାଶିଫଳ ଓ ଗ୍ରହବିଚାର

ଜାଣନ୍ତୁ କିପରି କଟିବ ଆଜିର ଦିନ
ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଜାଣନ୍ତୁ କିପରି କଟିବ ରବିବାର । ଆଉ କଣ ରହିଛି ଆଜିର ଗୃହ ବିଚାର...
ମେଷ- ମାନସିକ ଅବସାଦ ଦେଖା ଦେବ । ଶାରୀରିକ ଅସୁସ୍ଥତା ନେଇ ଡାକ୍ତରଙ୍କର ପରାମର୍ଶ ଲୋଡିବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ରାଜନୀତି ବ୍ୟକ୍ତି ବିଶେଷ ନିନ୍ଦା ଅପବାଦର ଶିକାର ହେବେ

ବୃଷ- ମନୋବଳ ଟାଣ ରହିବ । ଯୋଜନା ଫଳପ୍ରଦ ହେବ । ଦେହ ସୁସ୍ଥ ରହିବ । ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କର ସପକ୍ଷରେ ଯିବ । ବ୍ୟବସାୟରେ ଲାଭପ୍ରଦ ହେବ

ମିଥୁନ- ପ୍ରତ୍ୟେକ କାର୍ଯ୍ୟରେ ପ୍ରାଧାନ୍ୟ ବିସ୍ତାର କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କର୍କଟ- ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟସ୍ତତା ମଧ୍ୟରେ ଦିନ କାଟିବେ । ଆୟ ଉତ୍ତମ ରହିବ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଦୂର ଯାତ୍ରା ଶୁଭମୟ ହେବ ।

ସିଂହ- ମନ ଅସ୍ଥିର ରହିବ । ଆୟ ବାଧାପ୍ରାପ୍ତ ହେବ । ପଡୋଶୀ ମାନଙ୍କ ସହ ମନାନ୍ତର ଦେଖା ଦେବ । କର୍ମ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ । ବ୍ୟବସାୟ ସ୍ୱଳ୍ପ ଲାଭ ହେବ ।

କନ୍ୟା- ତରବର ଭାବେ କାର୍ଯ୍ୟ କରନ୍ତୁ ନାହଁ । ଆୟ ବ୍ୟୟ ସମାନ ରହିବ । ପଡୋଶୀ ମାନଙ୍କ ସହ ମନାନ୍ତର ଦେଖା ଦେବ । ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ ।

ତୁଳା- ଶରୀର ସୁସ୍ଥ ରହିବ । ସଫଳତା ପ୍ରାପ୍ତି ପାଇଁ ଅଧିକ ପରିଶ୍ରମ କରନ୍ତୁ । ଆୟ ବ୍ୟୟ ସମାନ ରହିବ । କାର୍ଯ୍ୟାଳୟରେ ପ୍ରଶଂସା ଭାଜନ ହେବେ । ବ୍ୟବସାୟରେ ପୁଞ୍ଜି ନିବେଶ କରିବେ ।

ବିଛା- ଦିନଟି ଆପଣଙ୍କ ପାଇଁ ଶୁଭ ଓ ଅଶୁଭ ଫଳ ଦେବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁ ବାନ୍ଧବଙ୍କ ସହ ଦିନଟି କାଟିବେ । ଆୟ ଅପରିବର୍ତ୍ତିତ ରହିବ । ଅପରାହ୍ନରେ ଦୂର ଯାତ୍ରା କରିବେ ।

ଧନୁ- ସ୍ୱାସ୍ଥ୍ୟ ଭଲ ରହିବ ନାହଁ । ମନ ଭାରାକ୍ରାନ୍ତ ରହିବ । ଆୟ ବାଧାପ୍ରାପ୍ତ ହେବ । ପାରିବାରିକ ଜୀବନ ଶାନ୍ତରେ କଟିବ ।

ମକର- କର୍ମ କ୍ଷେତ୍ରରେ ଉତ୍ସାହ ସହ ସମସ୍ତ କାର୍ଯ୍ୟ କରିବେ । ଆୟ ଅପରିବର୍ତ୍ତିତ ରହିବ । ଦେହ ମନ ଭଲ ରହିବ । ପରିବାରରେ ହସ ଖୁସି ଲାଗି ରହିବ ।

କୁମ୍ଭ- ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶରୀର ସୁସ୍ଥ ରହିବ । ଦୂର ଯାତ୍ରା ସଫଳ ହେବ । ପଡୋଶୀ ମାନଙ୍କ ସହ ମଧୁରତା ଦେଖା ଦେବ । ଆୟ ବୃଦ୍ଧି ହେବ । ପାରିବାରିକ ଜୀବନ ଶାନ୍ତରେ କଟିବ ।

ମୀନ- ମନ ଉଦାସ ରହିବ । କାର୍ଯ୍ୟ ସମ୍ପାଦନରେ ବିଳମ୍ବ ହେବ । ଆୟ ବାଧା ପ୍ରାପ୍ତ ହେବ । ପାରିବାରିକ ଜୀବନ ଅଶାନ୍ତିରେ କଟିବ । ବ୍ୟବସାୟରେ ସ୍ୱଳ୍ପ ଲାଭ ଦେଖାଦେବ ।
 
ଗୃହ ବିଚାର- ଆର୍ଥିକ ଅଭାବ ଓ ଶାରୀରିକ ପୀଡା ରହୁଥିଲେ ପ୍ରତ୍ୟେକ ଦିନ ଘରକୁ ଲିପା ପୋଛା କରନ୍ତୁ । ଘର କୋଣକୁ ପରିଷ୍କାର ରଖନ୍ତୁ । ଅଳିଆ ଡବାକୁ ଗୃହ ସମ୍ମୁଖରେ ରଖନ୍ତୁ ନାହିଁ । ମା ଲକ୍ଷ୍ମୀଙ୍କ ବ୍ରତ ପାଳନ କରନ୍ତୁ ଏବଂ ରୋଗୀଙ୍କ ମେଡିସିନ ଦକ୍ଷୀଣ ଦିଗରେ ରଖନ୍ତୁ ନାହିଁ  ।