ଘରୁ ଝିଟିପିଟି ବାହାର କରିବାର ୫ଟି ସହଜ ଉପାୟ

ଅନେକଙ୍କୁ ଘରର କାନ୍ଥରେ ଝିଟିପିଟି ଥିବା ବିରକ୍ତି ଲାଗିଥାଏ ଆଉ ବେଳେବେଳେ ଘରେ ଅଧିକ ଝିଟିପିଟି ହୋଇଗଲେ ଅନେକେ ଖୁବ୍ ବ୍ୟସ୍ତ ମଧ୍ୟ ହୋଇପଡ଼ନ୍ତି । ଝିଟିପିଟିକୁ ଘରୁ ତଡ଼ିବା ପାଇଁ ଅନେକ ଲୋକେ ଅନେକେ ନାନା ଉପାୟ ଆପଣାଇଥା’ନ୍ତି । ତେବେ ଝିଟିପିଟିକୁ ଘରୁ ବାହାର କରିବା ପାଇଁ ୫ଟି ସହଜ ଉପାୟ ଆପଣନ୍ତୁ । ୧.

ଘରୁ ଝିଟିପିଟି ବାହାର କରିବାର ୫ଟି ସହଜ ଉପାୟ
Image Credit: File pic

About the Author