ଓଡ଼ିଆ ମହିଳା ଚାଷୀଙ୍କୁ ଲକ୍ଷ୍ମଣଙ୍କ ପ୍ରଶଂସା

ଓଡ଼ିଶା ମହିଳା ଚାଷୀଙ୍କୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ସଦସ୍ୟ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା। ଏହି କୋରୋନା ସଂକଟ ସମୟରେ ଅଭାବୀମାନଙ୍କୁ ସହାୟତା ଯୋଗାଇ ଦେଉଥିବା ନେଇ ତାଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ଲକ୍ଷ୍ମଣ। ଏନେଇ ସେ ଟ୍ୱିଟର ଯୋଗେ ସୂଚନା ମଧ୍ୟ ଦେଇଛନ୍ତି। ଏପରି ଛାୟାଙ୍କର ମାନବିକତାରେ ମଧ୍ୟ ବେଶ ଖୁସି ଥିବା କହିଛନ୍ତି ଲକ୍ଷ୍ମଣ। &n

ଓଡ଼ିଆ ମହିଳା ଚାଷୀଙ୍କୁ ଲକ୍ଷ୍ମଣଙ୍କ ପ୍ରଶଂସା

About the Author