୫ ଏପ୍ରିଲରେ ଘରର ଲାଇଟ ବନ୍ଦ ନ କରିବାକୁ କହିଲେ ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ

ଶ୍ରୀଯୁକ୍ତ ରାଉତଙ୍କ କହିବା କଥା ହେଲା, ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ଚିଟିଙ୍ଗ କରୁଛନ୍ତି । ଯଦି ଦେଶବ୍ୟାପୀ ସମସ୍ତଙ୍କ ଘରର ଲାଇଟ ସମାନ ସମୟରେ ବନ୍ଦ ରୁହେ, ତେବେ ଏହା ପାୱାର ଗ୍ରୀଡ ଉପରେ ଖରାପ ପ୍ରଭାବ ପକାଇବ ।

୫ ଏପ୍ରିଲରେ ଘରର ଲାଇଟ ବନ୍ଦ ନ କରିବାକୁ କହିଲେ ମହାରାଷ୍ଟ୍ର ଶକ୍ତିମନ୍ତ୍ରୀ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author