ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଦିଦିଙ୍କ ନମାଜ ପାଠ !

କୋରୋନା ସ୍ଥିତି ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। କ୍ୟାମେରା ମାଧ୍ୟମରେ ସମସ୍ତ ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ହୋଇଥିଲେ। ତେବେ ଏହି ବୈଠକରେ ଏକ ଅଜବ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ଯାହା କ୍ୟାମେରାରେ କଏଦ ହୋଇଥିବ

ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ଦିଦିଙ୍କ ନମାଜ ପାଠ !

About the Author