ଏକାନ୍ତବାସରେ ମୌଲାନା ସାଦ, କ୍ରାଇମବ୍ରାଞ୍ଚର ନୋଟିସ ଜାରି

ଦେଶରେ କୋରୋନା ସଂକଟ ସମୟରେ ନିଜାମୁଦ୍ଦିନ ମରକଜରେ ହୋଇଥିବା ତବଲିଗି ଜମାତର ମୁଖ୍ୟ କୁହାଯାଉଥିବା ମୌଲାନା ମହମ୍ମଦ ସାଦ ଏବେ ଏକାନ୍ତବାସରେ ଥିବା ଜଣାପଡ଼ିଛି। ସେ ତାଙ୍କର ଏକ ବନ୍ଧୁଙ୍କ ଘରେ ଦକ୍ଷିଣ ପୂର୍ବ ଦିଲ୍ଲୀ ଅଞ୍ଚଳରେ ଥିବା ସୂଚନା ରହିଛି। ସରକାରଙ୍କ ନିଷେଧାଦେଶ ସତ୍ତ୍ୱେ ସେ ତବଲିଗି ଜମାତ କାର୍ଯ୍ୟକ୍ରମର ଆୟୋଜନ କରି ବିବାଦରେ ରହି ଆସିଛନ୍ତି

ଏକାନ୍ତବାସରେ ମୌଲାନା ସାଦ, କ୍ରାଇମବ୍ରାଞ୍ଚର ନୋଟିସ ଜାରି

About the Author