ମଧ୍ୟାହ୍ନ ଭୋଜନ ଖାଇ ୫୦ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲରେ ଭର୍ତ୍ତି
Advertisement
Article Detail0/zeeodisha/odisha589448

ମଧ୍ୟାହ୍ନ ଭୋଜନ ଖାଇ ୫୦ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଗୁରୁତର। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା  କଣ୍ଟାମାଳ ବ୍ଲକ ଲୁକାପଡ଼ା ପ୍ରାଥମିକ ବିଦ୍ୟାଳୟରେ। ଗୁରୁତର ସମସ୍ତ ଛାତ୍ରଛାତ୍ରୀ ମାନମୁଣ୍ଡା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।

  • ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଗୁରୁତର
  • ଘଟଣା ଘଟିଛି ବୌଦ୍ଧ ଜିଲ୍ଲା
  • କଣ୍ଟାମାଳ ବ୍ଲକ ଲୁକାପଡ଼ା ପ୍ରାଥମିକ ବିଦ୍ୟାଳୟରେ
  • ଗୁରୁତର ସମସ୍ତ ଛାତ୍ରଛାତ୍ରୀ ମାନମୁଣ୍ଡା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି

Trending Photos

ମଧ୍ୟାହ୍ନ ଭୋଜନ ଖାଇ ୫୦ଛାତ୍ରୀଛାତ୍ର ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ବୌଦ୍ଧ:ମଧ୍ୟାହ୍ନ ଭୋଜନ ଖାଇ ୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଗୁରୁତର। ଘଟଣା ଘଟିଛି ବୌଦ୍ଧ ଜିଲ୍ଲା  କଣ୍ଟାମାଳ ବ୍ଲକ ଲୁକାପଡ଼ା ପ୍ରାଥମିକ ବିଦ୍ୟାଳୟରେ। ଗୁରୁତର ସମସ୍ତ ଛାତ୍ରଛାତ୍ରୀ ମାନମୁଣ୍ଡା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି।

fallback

ଆଜି ମଧ୍ୟାହ୍ନ ଭୋଜନରେ ଭାତ, ଡାଲମା ,ସୋୟାବିନ ତରକାରୀ ଦିଆଯାଇଥିଲା। ଏହି ଖାଦ୍ୟ ଖାଇବାପରେ ପ୍ରଥମେ ପିଲାଙ୍କୁ ବାନ୍ତି ଓ ତାପରେ ସମସ୍ତେ ଗୁରୁତର ଭାବେ ଅସୁସ୍ଥ ହୋଇପଡିଛନ୍ତି।ଏକକାଳୀନ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଘଟଣା ଆସିବାପରେ ବିଦ୍ୟାଳୟରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ମାନ ଓ ଯାଞ୍ଚକୁ ନେଇ ଅଭିଭାବକ ଙ୍କ ପ୍ରଶ୍ନ ଉଠାଇଛନ୍ତି।   ଘଟଣା ସ୍ଥଳରେ ସିଡିଏମଓ  ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

 

;