ପ୍ରଶିକ୍ଷଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଗୋଆରେ ଖସିଲା ମିଗ-29K ବିମାନ
ଲଢୁଆ ବିମାନ ମିଗ-29K ଦୁର୍ଘଟଣାଗ୍ରସ୍ତ
Trending Photos

ପ୍ରଜ୍ଞା ପାରମିତା ପତ୍ରୀ, ଭୁବନେଶ୍ୱର: ଲଢୁଆ ବିମାନ ମିଗ-29K ଦୁର୍ଘଟଣାଗ୍ରସ୍ତ ହୋଇ ଗୋଆରେ ଖସି ପଡ଼ିଛି । ପ୍ରଶିକ୍ଷଣ ଚାଳିଥିବାବେଳେ ଗୋଆଠାରେ ବମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ସୂଚନା ମୁତାବକ ବିମାନରେ ଥିବା ଦୁଇ ପାଇଲଟଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି ।
ବାୟୁସେନାର ମୁଖପାତ୍ର କମାଣ୍ଡର ବିବେକ ମଧୱାଲ କହିଛନ୍ତି ଯେ ମିଗ-29K ବିମାନ ପ୍ରଶିକ୍ଷଣ ପାଇଁ ଉଡାଣ ଭରିବେ ବେଳେ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଫଳରେ ବିମାନଟି ଗୋଆରେ ଖସିପଡିଥିଲା । ଲେଫ୍ଟନାଣ୍ଟ କମାଣ୍ଡର ଦୀପକ ଯାଦବ ଓ
କ୍ୟାପ୍ଟେନ ଏମ.ଶେଓଖାନ୍ଦଙ୍କୁ ସୁରକ୍ଷିତ ଭାବେ ବିମାନରୁ ବହାର କରାଯାଇଛି ।
More Stories
Comments - Join the Discussion