କୋରୋନା ମୁକ୍ତ ହେଲା ଅନ୍ୟ ଏକ ପୂର୍ବୋତ୍ତର ରାଜ୍ୟ

ପୂର୍ବରୁ ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡ, ମଣିପୁର, ମେଘାଳୟ, ଅରୁଣାଚଳପ୍ରଦେଶ ଏବଂ ସିକିମ ଗ୍ରୀନ ଜୋନରେ ରହିଥିଲେ । ତେବେ ଅନ୍ୟ ପୂର୍ବୋତ୍ତର ରାଜ୍ୟ ଆସାମା ଏବଂ ତ୍ରିପୁରାରେ ସକ୍ରିୟ କୋରୋନା ଆକ୍ରାନ୍ତ ଅଛନ୍ତି ।

କୋରୋନା ମୁକ୍ତ ହେଲା ଅନ୍ୟ ଏକ ପୂର୍ବୋତ୍ତର ରାଜ୍ୟ
Image Credit: ପ୍ରତୀକାତ୍ମକ ଫଟୋ

About the Author