ହିମାଚଳ ପ୍ରଦେଶରେ ଭୂସ୍ଖଳନ, ଜାତୀୟ ରାଜପଥ-୫ ବନ୍ଦ
Advertisement

ହିମାଚଳ ପ୍ରଦେଶରେ ଭୂସ୍ଖଳନ, ଜାତୀୟ ରାଜପଥ-୫ ବନ୍ଦ

କିନ୍ନୌର ଜିଲ୍ଲା ଭାୱନଗରରେ ଏହି ଭୂସ୍ଖଳନ ହୋଇଛି ।

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଭୂସ୍ଖଳନ । କିନ୍ନୌର ଜିଲ୍ଲା ଭାୱନଗରରେ ଏହି ଭୂସ୍ଖଳନ ହୋଇଛି । ଏହାରି ପ୍ରଭାବରେ ଜାତୀୟ ରାଜପଥ-୫ରେ ଗମନା ଗମନ ଠପ୍ ହୋଇଯାଇଛି । ରାସ୍ତା ଉପରେ ବଡ଼ ବଡ଼ ପଥର ପଡ଼ିଥିବା ଦେଖିବାକୁ ମିଳିଛି । 

 

ଆହୁରି ପଢ଼ନ୍ତୁ; ଯଦି ରାଜକ୍ଷମା ଖାରଜ ହୁଏ, ମୁକେଶ କହୁଛି ଏପରି କରିବି...