ଆସନ୍ତା ୧୭ରୁ ଚାରି ଦିନିଆ ମିଆଁମାର ଗସ୍ତରେ ଯିବେ ନୌସେନା ମୁଖ୍ୟ

ଆସନ୍ତା ଫେବୃଆରୀ ୧୭ରୁ ୪ ଦିନିଆ ଗସ୍ତରେ ଯାଉଥିବା ନେଇ ସୂଚନା ମିଳିଛି । 

ଆସନ୍ତା ୧୭ରୁ ଚାରି ଦିନିଆ ମିଆଁମାର ଗସ୍ତରେ ଯିବେ ନୌସେନା ମୁଖ୍ୟ
ଫାଇଲ ଫଟୋ

ନୂଆଦିଲ୍ଲୀ: ମିଆଁମାର ଗସ୍ତରେ ଯିବେ ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ । ଆସନ୍ତା ଫେବୃଆରୀ ୧୭ରୁ ୪ ଦିନିଆ ଗସ୍ତରେ ଯାଉଥିବା ନେଇ ସୂଚନା ମିଳିଛି । ଭାରତ ଓ  ମିଆଁମାର ମଧ୍ୟରେ ଦ୍ୱିପାକ୍ଷୀକ ସମ୍ପର୍କ ବୃଦ୍ଧି ଏହି ଗସ୍ତର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି । ନୌସେନା ମୁଖ୍ୟଙ୍କ ଏହି ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱବହନ କରୁଛି । 

ଆହୁରି ପଢ଼ନ୍ତୁ; ୨ ଅପରାଧୀଙ୍କୁ ମାରି ଗଡ଼ାଇଲା ଦିଲ୍ଲୀ ପୋଲିସ