ମହାରାଷ୍ଟ୍ରରେ ନକ୍ସଲଙ୍କ ବର୍ବର କାଣ୍ଡ, ୨ ଗ୍ରାମବାସୀଙ୍କୁ ହତ୍ୟା

ମହାରାଷ୍ଟ୍ରରେ ମାତିଛନ୍ତି ମାଓବାଦୀ । ୨ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ରାଜ୍ୟରେ ଏବେ ନୂଆ ସରକାର ଗଠନ ହୋଇଥିବା ବେଳେ ମାଓ ଦମନ ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । 

ମହାରାଷ୍ଟ୍ରରେ ନକ୍ସଲଙ୍କ ବର୍ବର କାଣ୍ଡ, ୨ ଗ୍ରାମବାସୀଙ୍କୁ ହତ୍ୟା
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମାତିଛନ୍ତି ମାଓବାଦୀ । ୨ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ରାଜ୍ୟରେ ଏବେ ନୂଆ ସରକାର ଗଠନ ହୋଇଥିବା ବେଳେ ମାଓ ଦମନ ଏକ ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି । 

ସୂଚନା ମୁତାବକ, ରବିବାର ରାତିରେ ମାଓବାଦୀ ଭିଆଇଛନ୍ତି ଏଭଳି ବର୍ବର କାଣ୍ଡ । ଗଡ଼ଚୀରୋଲି ଜିଲ୍ଲା ଇଟାପଲ୍ଲୀରେ ୨ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । 

ଆହୁରି ପଢନ୍ତୁ;

ପ୍ରବଳ ବର୍ଷାରେ ବେହାଲ ତାମିଲନାଡୁ, କାନ୍ଥ ଭୁଷୁଡି ୧୫ ମୃତ

ତୁର୍କୀ ପିଆଜ ପୋଛିବ ଖାଉଟିଙ୍କ ଲୁହ !

ସାଇଦି ଆରବ ଓ ୟୁଏଇ ଭାରତରେ ନିବେଶ କରିବେ ୭୦ଆରବ ଡଲାର, ପାକିସ୍ତାନକୁ ଝଟକା