୨୦ ଲକ୍ଷ କୋଟି ପ୍ୟାକେଜରେ ୫ କ୍ଷେତ୍ରକୁ ଗୁରୁତ୍ୱ, ବିସ୍ତୃତ ସୂଚନା ଦେବେ ଅର୍ଥମନ୍ତ୍ରୀ

ଦେଶର ୫ଟି ସ୍ତମ୍ବର ଦକ୍ଷତା ଏବଂ ଗୁଣବତ୍ତା ବୃଦ୍ଧି କରିବା ପାଇଁ ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।

୨୦ ଲକ୍ଷ କୋଟି ପ୍ୟାକେଜରେ ୫ କ୍ଷେତ୍ରକୁ ଗୁରୁତ୍ୱ, ବିସ୍ତୃତ ସୂଚନା ଦେବେ ଅର୍ଥମନ୍ତ୍ରୀ
Image Credit: ଫାଇଲ ଫଟୋ

About the Author