ମଧ୍ୟପ୍ରଦେଶ ରାଜନୀତି: ଶିବରାଜଙ୍କ ଅଡ଼ିଓ ଭାଇରାଲ !, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ବୟାନ

ବହୁ ଷଡ଼ଯନ୍ତ୍ର ପରେ ମଧ୍ୟପ୍ରଦେଶରେ କଂଗ୍ରେସ ନେତୃତ୍ୱାଧିନ କମଳନାଥଙ୍କ ସରକାର ଭାଙ୍ଗିବାରେ ସଫଳ ହୋଇଥିଲା ବିଜେପି। କମଳନାଥଙ୍କ ସରକାର ଭାଙ୍ଗିବା ପରେ ବର୍ତ୍ତମାନର ରାଜ୍ୟରେ ଶିବରାଜଙ୍କ ସରକାର ଶାସନ ଜାରି ରଖିଛି। ତେବେ କମଳନାଥଙ୍କ ସରକାରକୁ ଭାଙ୍ଗିବା ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିକଟରୁ କଡ଼ା ନିର୍ଦ୍ଦେଶ ପାଇଥିଲେ ଶିବରାଜ ସିଂହ ଚୌହାନ।

ମଧ୍ୟପ୍ରଦେଶ ରାଜନୀତି: ଶିବରାଜଙ୍କ ଅଡ଼ିଓ ଭାଇରାଲ !, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ବୟାନ

About the Author