ନୀତି ଆୟୋଗକୁ ପଶିଲା କୋରୋନା

ନୀତି ଆୟୋଗର ଜଣେ ଅଧିକାରୀ କୋରୋନା ଆକ୍ରାନ୍ତ ବୋଲି ଜଣାପଡ଼ିଛି । ଆଉ ଏହାପରେ ସମ୍ପୃକ୍ତ କୋଠାକୁ ୨ ଦିନ ପାଇଁ ସିଲ କରାଯାଇଛି ।

ନୀତି ଆୟୋଗକୁ ପଶିଲା କୋରୋନା
Image Credit: ଫଟୋ ସୌଜନ୍ୟ: ଏଏନଆଇ

About the Author