ପଥର ଫିଙ୍ଗାଳିଙ୍କ ପାଇଁ ରାତି ୩ଟାରେ ଖୋଲିଲା କୋର୍ଟ

ମୁରାଦାବାଦରେ ଡାକ୍ତର, ପୋଲିସ ଓ ସ୍ୱାସ୍ଥ୍ୟକର୍ମୀଙ୍କ ଉପରକୁ ହୋଇଥିବା ଆକ୍ରମଣ ଘଟଣାରେ ରାଜ୍ୟ ସରକାର ବେଶ କଠୋର ମନୋଭାବ ପୋଷଣ କରୁଛନ୍ତି। ମୁରାଦାବାଦରେ ହୋଇଥିବା ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତକାଲି ଏନଏସଏ ଲଗାଇ ପୋଲିସ ୧୭ ଜଣ ଆକ୍ରମଣକାରୀଙ୍କୁ ଗିରଫ କରିଥିଲା ଉତ୍ତରପ୍ରଦେଶ ପୋଲିସ।&nbs

ପଥର ଫିଙ୍ଗାଳିଙ୍କ ପାଇଁ ରାତି ୩ଟାରେ ଖୋଲିଲା କୋର୍ଟ

About the Author