ରେଳ ସେବା ଆରମ୍ଭ ନେଇ ସରକାରଙ୍କୁ ପ୍ରଶଂସା କଲେ କଂଗ୍ରେସର ଏହି ବରିଷ୍ଠ ନେତା

ଆସନ୍ତାକାଲିଠୁ ପର୍ଯ୍ୟାୟକ୍ରମେ ରେଳ ସେବା ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡ଼ା ରେଳ ଚାଲିବା ନେଇ ନିଷ୍ପତ୍ତି ହୋଇଛି ।

 ରେଳ ସେବା ଆରମ୍ଭ ନେଇ ସରକାରଙ୍କୁ ପ୍ରଶଂସା କଲେ କଂଗ୍ରେସର ଏହି ବରିଷ୍ଠ ନେତା
Image Credit: ଫାଇଲ ଫଟୋ

About the Author