କମିଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍

ସାମାନ୍ୟ ଶସ୍ତା ହେଲା ତୈଳ ଦର । କ୍ରମାଗତ ଦ୍ୱିତୀୟ ଦିନ ଶୁକ୍ରବାରରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି । ପେଟ୍ରୋଲ ଦର ୧୬ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଦର  ୧୪ ପଇସା ହ୍ରାସ ପାଇଛି ।  କେଉଁଠି ତୈଳ ଦର କେତେ ?  ଶୁକ୍ରବାର (୬ ମାର୍ଚ୍ଚ , ୨୦୨୦) ରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇର ପେଟ୍ରୋଲ ଦର.....

କମିଲା ତୈଳ ଦର, ଜାଣନ୍ତୁ ଆଜିର ରେଟ୍
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସାମାନ୍ୟ ଶସ୍ତା ହେଲା ତୈଳ ଦର । କ୍ରମାଗତ ଦ୍ୱିତୀୟ ଦିନ ଶୁକ୍ରବାରରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି । ପେଟ୍ରୋଲ ଦର ୧୬ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଦର  ୧୪ ପଇସା ହ୍ରାସ ପାଇଛି । 

କେଉଁଠି ତୈଳ ଦର କେତେ ? 

ଶୁକ୍ରବାର (୬ ମାର୍ଚ୍ଚ , ୨୦୨୦) ରେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ପେଟ୍ରୋଲ ଦର ଯଥାକ୍ରମେ ୭୧.୧୪, ୭୬.୮୩, ୭୩.୮୨ ଏବଂ ୭୩.୯୧ ଟଙ୍କା ରହିଛି । ସେହିପରି ଡିଜେଲ ଦର ଯଥାକ୍ରମେ ୬୩.୮୧, ୬୬.୮୨, ୬୬.୧୪ ଏବଂ ୬୭.୩୪ ଟଙ୍କା ରହିଛି । 

ଆହୁରି ପଢ଼ନ୍ତୁ; ରାଜ୍ୟସଭା ଯିବେ 'ଗୁରୁଜୀ'