ଦେଶବାସୀଙ୍କୁ ଆଉ ୯ ମିନିଟ ସମୟ ମାଗିଲେ ମୋଦି

ସନ୍ତା ୫ ଏପ୍ରିଲ ରାତି ୯ଟାରେ ସମସ୍ତ ଲାଇଟ ବନ୍ଦ କରିବା ସହ ଘରର ଦ୍ୱାର କିମ୍ବା ବାଲକୋନୀରେ ଛିଡା ହୋଇ ୯ ମିନିଟ ପର୍ଯ୍ୟନ୍ତ ଆଲୁଅ ଜାଳିବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଛନ୍ତି

ଦେଶବାସୀଙ୍କୁ ଆଉ ୯ ମିନିଟ ସମୟ ମାଗିଲେ ମୋଦି
Image Credit: ଫାଇଲ ଫଟୋ

About the Author