• ଆସନ୍ତାକାଲିଠୁ ଦେଶବ୍ୟାପୀ କୋରୋନା ଟିକାକରଣ
  • ଶେଷ ପର୍ଯ୍ୟାୟରେ ରାଜ୍ୟରେ ଟିକାକରଣ ପ୍ରସ୍ତୁତି
  • ଶନିବାର ସାଢେ ୧୦ଟାରେ କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
  • ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା
  • କଳାହାଣ୍ଡିରେ ୧୦୬୪ କୋଟିରୁ ଅଧିକ ଟଙ୍କାର ୫୪ଟି ପ୍ରକଳ୍ପର ଲୋକାର୍ପଣ
  • ୧୦୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
  • ଏଥର ବର୍ଷ ଗଣତନ୍ତ୍ର ଦିବସରେ ରହିବେନି ବିଦେଶୀ ଅତିଥି
  • କୋଭିଡ କଟକଣା ଯୋଗୁୁଁ ରାଷ୍ଟ୍ର ମୁଖ୍ୟକୁ ନଡାକିବାକୁ ବିଦେଶ ମନ୍ତ୍ରାଳୟର ନିଷ୍ପତ୍ତି ।
  • କୃଷକ ଆନ୍ଦୋଳନ: ସୁପ୍ରିମକୋର୍ଟଙ୍କ ଗଠିତ ୪ ଜଣିଆ କମିଟିରୁ ଓହରିଗଲେ ଭୂପିନ୍ଦର ସିଂ ମାନ
  • ଲେଉଟିବ ଶୀତ! ଆସନ୍ତା ଦୁଇ ଦିନ ୭ ଜିଲ୍ଲାକୁ ଘନ କୁହୁଡି ସମ୍ଭାବନା

ପଞ୍ଚାୟତ ସ୍ତରରେ Wi-Fi ସେବା: ପ୍ରଶ୍ନ କଲେ ପ୍ରସନ୍ନ, ରିପୋର୍ଟ ଦେଲେ ରବିଶଙ୍କର

  ପଞ୍ଚାୟତ ସ୍ତରରେ କେମିତି ଚାଲିଛି Wi-Fi ସେବା ? କେତେ ବ୍ୟବହାରକାରୀ ଅଛନ୍ତି ? ଓଡିଶାରେ ଏହାର ସ୍ଥିତି କଣ ? କେତେ ପଞ୍ଚାୟତରେ Wi-Fi ସଂଯୋଗ ହୋଇଛି ? ଆଜି ରାଜ୍ୟସଭା ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହରେ ଏ ପ୍ରଶ୍ନ ଉଠାଇଥିଲେ । ଏହାର ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । 

ପଞ୍ଚାୟତ ସ୍ତରରେ Wi-Fi ସେବା:  ପ୍ରଶ୍ନ କଲେ ପ୍ରସନ୍ନ, ରିପୋର୍ଟ ଦେଲେ ରବିଶଙ୍କର
ଫାଇଲ ଫଟୋ

ନୂଆଦିଲ୍ଲୀ:  ପଞ୍ଚାୟତ ସ୍ତରରେ କେମିତି ଚାଲିଛି Wi-Fi ସେବା ? କେତେ ବ୍ୟବହାରକାରୀ ଅଛନ୍ତି ? ଓଡିଶାରେ ଏହାର ସ୍ଥିତି କଣ ? କେତେ ପଞ୍ଚାୟତରେ Wi-Fi ସଂଯୋଗ ହୋଇଛି ? ଆଜି ରାଜ୍ୟସଭା ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହରେ ଏ ପ୍ରଶ୍ନ ଉଠାଇଥିଲେ । ଏହାର ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । 

wifi service

ଏବେ ଓଡିଶାର ୧୧୧ ଗ୍ରାମ ପଞ୍ଚାୟତରେ Wi-Fi ବ୍ୟବସ୍ଥା କରାଯାଇଛି । ତନ୍ମଧ୍ୟରୁ ୧୦୭ କାର୍ଯ୍ୟକ୍ଷମ ହୋଇସାରିଛି । ୮୧୧୬ ଜଣ ୟୁଜର୍ସ ଆକ୍ଟିଭ ଅଛନ୍ତି । ସେହିପରି ୟୁଜର୍ସ ମାସିକ ହାରାହାରି କେତେ ଡାଟା ଖର୍ଚ୍ଚ କରୁଛନ୍ତି, ତାହା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । 

wifi service

ଏହି ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶରେ ସର୍ବାଧିକ ୨୭୨୨୩ ଗ୍ରାମ ପଞ୍ଚାୟତରେ Wi-Fi ବ୍ୟବସ୍ଥା ହୋଇଛି । ଏଠି ୬ଲକ୍ଷ ୭୫ହଜାର ୮୧୬ ଜଣ ୟୁଜର୍ସ ଆକ୍ଟିଭ ଅଛନ୍ତି । 

ଆହୁରି ପଢନ୍ତୁ; ନିଜ ମନ୍ତ୍ରିମଣ୍ଡଳ ଉପରେ ନାଖୁସ ମୋଦି !