ପଞ୍ଚାୟତ ସ୍ତରରେ Wi-Fi ସେବା: ପ୍ରଶ୍ନ କଲେ ପ୍ରସନ୍ନ, ରିପୋର୍ଟ ଦେଲେ ରବିଶଙ୍କର
Advertisement

ପଞ୍ଚାୟତ ସ୍ତରରେ Wi-Fi ସେବା: ପ୍ରଶ୍ନ କଲେ ପ୍ରସନ୍ନ, ରିପୋର୍ଟ ଦେଲେ ରବିଶଙ୍କର

  ପଞ୍ଚାୟତ ସ୍ତରରେ କେମିତି ଚାଲିଛି Wi-Fi ସେବା ? କେତେ ବ୍ୟବହାରକାରୀ ଅଛନ୍ତି ? ଓଡିଶାରେ ଏହାର ସ୍ଥିତି କଣ ? କେତେ ପଞ୍ଚାୟତରେ Wi-Fi ସଂଯୋଗ ହୋଇଛି ? ଆଜି ରାଜ୍ୟସଭା ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହରେ ଏ ପ୍ରଶ୍ନ ଉଠାଇଥିଲେ । ଏହାର ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । 

ଫାଇଲ ଫଟୋ

ନୂଆଦିଲ୍ଲୀ:  ପଞ୍ଚାୟତ ସ୍ତରରେ କେମିତି ଚାଲିଛି Wi-Fi ସେବା ? କେତେ ବ୍ୟବହାରକାରୀ ଅଛନ୍ତି ? ଓଡିଶାରେ ଏହାର ସ୍ଥିତି କଣ ? କେତେ ପଞ୍ଚାୟତରେ Wi-Fi ସଂଯୋଗ ହୋଇଛି ? ଆଜି ରାଜ୍ୟସଭା ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ଗୃହରେ ଏ ପ୍ରଶ୍ନ ଉଠାଇଥିଲେ । ଏହାର ଲିଖିତ ଉତ୍ତର ଦେଇଛନ୍ତି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ । 

fallback

ଏବେ ଓଡିଶାର ୧୧୧ ଗ୍ରାମ ପଞ୍ଚାୟତରେ Wi-Fi ବ୍ୟବସ୍ଥା କରାଯାଇଛି । ତନ୍ମଧ୍ୟରୁ ୧୦୭ କାର୍ଯ୍ୟକ୍ଷମ ହୋଇସାରିଛି । ୮୧୧୬ ଜଣ ୟୁଜର୍ସ ଆକ୍ଟିଭ ଅଛନ୍ତି । ସେହିପରି ୟୁଜର୍ସ ମାସିକ ହାରାହାରି କେତେ ଡାଟା ଖର୍ଚ୍ଚ କରୁଛନ୍ତି, ତାହା ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି । 

fallback

ଏହି ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶରେ ସର୍ବାଧିକ ୨୭୨୨୩ ଗ୍ରାମ ପଞ୍ଚାୟତରେ Wi-Fi ବ୍ୟବସ୍ଥା ହୋଇଛି । ଏଠି ୬ଲକ୍ଷ ୭୫ହଜାର ୮୧୬ ଜଣ ୟୁଜର୍ସ ଆକ୍ଟିଭ ଅଛନ୍ତି । 

ଆହୁରି ପଢନ୍ତୁ; ନିଜ ମନ୍ତ୍ରିମଣ୍ଡଳ ଉପରେ ନାଖୁସ ମୋଦି !