ନବଜାତ ଶିଶୁର ମୃତଦେହ ଉଦ୍ଧାର, ଜୀବିତ ଅବସ୍ଥରେ ଫୋପାଡ଼ି ଦେଇଥିଲେ !

ମୃତ ଶିଶୁକୁ ପୋଲିସ ଉଦ୍ଧାର କରି ବାଲିଗୁଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ପୋଲିସ ନିଜଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନବଜାତ ଶିଶୁର ମୃତଦେହ ଉଦ୍ଧାର, ଜୀବିତ ଅବସ୍ଥରେ ଫୋପାଡ଼ି ଦେଇଥିଲେ !
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author