• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ଜଳିଗଲା ବୁଢାରଜା

ଜଳିଗଲା ବୁଢାରଜା

ବୁଢାରଜା ପାହାଡରେ ଲାଗିଛି ନିଆଁ। କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।

Edited ByZee Odisha Desk
Published: Mar 17, 2021, 06:25 PM IST|Updated: Mar 17, 2021, 06:25 PM IST
joinshare
ଜଳିଗଲା ବୁଢାରଜା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    President Odisha Visit: ଓଡ଼ିଶାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍

    President Odisha Visit: ଓଡ଼ିଶାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ଜାଣନ୍ତୁ କ'ଣ ରହିଛି କାର୍ଯ୍ୟକ୍

    2

    ବ୍ରିଜ ଭୂଷଣଙ୍କୁ ବଡ଼ ଆଶ୍ୱସ୍ତି! ଯୌନ ଉତ୍ପୀଡ଼ନ ମାମଲାରେ ନିର୍ଦ୍ଦୋଷ ଘୋଷଣା କଲେ କୋର୍ଟ

    3

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    4

    ଶ୍ରାବଣର ପ୍ରଥମ ସୋମବାରରେ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

    5

    Train Fire: ଟ୍ରେନ୍‌ରେ ଭୟଙ୍କର ଅଗ୍ନିକାଣ୍ଡ! ଇଞ୍ଜିନ ସହ ଜଳିଗଲ ୩ଟି ବଗି...

    ଅଜୟ ନାଥ, ସମ୍ବଲପୁର: ରାଜ୍ୟର ପ୍ରକୃତିକୁ ଗ୍ରାସିଛି ନିଆଁ । ଶିମିଳିପାଳ ନିଆଁ ପରେ ଧିରେ ଧିରେ ଅନେକ କିଛି ଜଙ୍ଗଲରେ ଲାଗିଛି ନିଆଁ ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । ଏହି କ୍ରମରେ ବୁଢାରଜା ପାହାଡରେ ଲାଗିଛି  ନିଆଁ। କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ନିଆଁର ଗତି ଏତେ ଭୟଙ୍କର ଥିଲା ଯେ କ୍ଷଣିକ ସମୟ ମଧ୍ୟରେ ନିଆଁ ଚାହୁଁ ଚାହୁଁ ଅନେକ ମୂଲ୍ୟବାନ ଗଛ ଗୁଡ଼ିକ ପୋଡ଼ି ଛାରଖାର କରି ଦେଇଥିଲା। 

    ଶୁଖିଲା ପତ୍ରରୁ ନିଆଁ (Jungle Fire) ଆରମ୍ଭ ହୋଇ ବଡ଼ ବଡ଼ ବାଉଁଶ ବୁଦା ଓ ଗଛରେ ମଧ୍ୟ ଏହି ନିଆଁ ଲାଗିଯାଇଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗ ଓ ବନ ବିଭାଗକୁ ଖବର ଦେଲାପରେ ତୁରନ୍ତ ନିଆଁ ଲିଭାଇବାରେ ଲାଗିପଡ଼ିଥିଲେ କର୍ମଚାରୀ ମାନେ।  ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ଏହା ପୂର୍ବରୁ ୧୦ ତାରିଖ ରାତିରେ ମଧ୍ୟ ଏହି ପାହାଡ଼ (Hill)ରେ ନିଆଁ ଲାଗି ଅନେକ ଗଛ ପୋଡି ନଷ୍ଟ ହୋଇଯାଇଥିଲା। 

    ଜଳିଗଲା ବୁଢାରଜା

    Also Read: MiG-21 ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ମୃତ

    ବନ ବିଭାଗ ଏଥିପାଇଁ କିଛି କର୍ମଚାରୀଙ୍କୁ ଏଠାରେ ଡ୍ୟୁଟି କରିବା ପାଇଁ ମଧ୍ୟ କହିଥିଲା । ଯେଉଁମାନେ ପାହାଡ଼କୁ ବୁଲି ଆସୁଛନ୍ତି ତାଙ୍କର ନାମ ଏବଂ ଠିକଣା ଲେଖି ରଖିବା ପାଇଁ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ହେଲାନାହିଁ। ଯଦି ବନ କର୍ମଚାରୀ ମାନେ ଆଜି ତାଙ୍କର କାର୍ଯ୍ୟ ସଠିକ ଭାବରେ କରିଥାନ୍ତେ ତାହେଲେ ଆଜି ବୁଢ଼ାରଜା ପାହାଡ଼ (Budha raja hill) ରେ ନିଆଁ ଲାଗିନଥାନ୍ତା। ଏବେ ବନ ବିଭାଗ ଏହି କର୍ମଚାରୀ ମାନଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଅପେକ୍ଷା।

    Edited: Zee Odisha Desk 

    Add Zee News as a Preferred Source
    TAGS:
    sambalpur
    jungle fire