• ଆଜି ରାଜ୍ୟରେ ହେବନି କୋରୋନା ଟିକାକରଣ
  • ରାଜ୍ୟର ୮୫% କୋଭିଡ ଯୋଦ୍ଧା ନେଲେ କୋରୋନା ଟିକା
  • ଚିଲିକା, ଗହୀରମଥା ଓ ଭିତରକନିକାରେ ଆଜିଠାରୁ ଡଲଫିନ ଗଣନା
  • ଭୁବନେଶ୍ୱରସ୍ଥିତ ୫ଟି ସ୍କୁଲ ବୁଲିଲେ 5T ସଚିବ ଭି.କେ.ପାଣ୍ଡିଆନ
  • ସୁନ୍ଦରଗଡ଼ ବାହିୟାମ ଗାଁରେ ମାଆର ତଣ୍ଟି କାଟିଲା ପୁଅ
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୦.୨୯ ଲକ୍ଷକୁ ବୃଦ୍ଧି
  • ଜାମ୍ମୁ ଓ କାଶ୍ମୀରର କାଟ୍ରାରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ
  • ଆସନ୍ତାକାଲି ଖୋଲିବ ଘଟଗାଁ ତାରିଣୀ ମନ୍ଦିର
  • ସମ୍ବଲପୁରରେ ନକଲି ସର୍ଫ କାରଖାନା ଠାବ
  • ମନବଦଳାଇଲା ହ୍ୱାଟସଆପ୍, ମେ' ୧୫ ପର୍ଯ୍ୟନ୍ତ ପ୍ରାଇଭେସି ପଲିସିରେ ଲାଗିଲା ରୋକ୍

ଅଧିକ ସମୟ ଗୋଟିଏ ସ୍ଥାନରେ ବସି ରହୁଛନ୍ତି କି? ହୋଇପାରେ ଏସବୁ ସମସ୍ୟା

ନିକଟରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ଦୁଇ ଘଣ୍ଟାରୁ ଅଧିକ ସମୟ ଗୋଟିଏ ଜାଗାରେ ବସି ରହିବ ଦ୍ୱାରା ଅନେକ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଅଭ୍ୟାସ ଶରୀରକୁ କେଉଁ କେଉଁ କ୍ଷତି ଦେଇଥାଏ ।

ଅଧିକ ସମୟ ଗୋଟିଏ ସ୍ଥାନରେ ବସି ରହୁଛନ୍ତି କି? ହୋଇପାରେ ଏସବୁ ସମସ୍ୟା

ଭୁବନେଶ୍ୱର: ଅଧିକାଂଶ ଲୋକେ ଗୋଟିଏ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବସି ରହିଥାନ୍ତି । ଏହି ଅଭ୍ୟାସ ଯଦି ଆପଣଙ୍କ ପାଖରେ ରହିଛି ତେବେ ସାବଧାନ ହୋଇଯାଆନ୍ତୁ । ନିକଟରେ ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ଦୁଇ ଘଣ୍ଟାରୁ ଅଧିକ ସମୟ ଗୋଟିଏ ଜାଗାରେ ବସି ରହିବ ଦ୍ୱାରା ଅନେକ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଅଭ୍ୟାସ ଶରୀରକୁ କେଉଁ କେଉଁ କ୍ଷତି ଦେଇଥାଏ ।

- ଗୋଟିଏ ସ୍ଥାନରେ ଅଧିକା ସମୟ ବସିରହିଲେ  ପିଠିର ମାଂସପେଶୀ ଏବଂ ମେରୁ ହାଡ ଉପରେ ପ୍ରଭାବ ପକାଏ ।
- ବଙ୍କା ହୋଇ ବସିବା ଦ୍ୱାରା ମେରୁ ହାଡର ଜଏଣ୍ଟ ଖରାପ ହୋଇଯାଏ । ଏହା  ସହ ପିଠି ଯନ୍ତ୍ରଣା ହେବା ସହ ବେକରେ ମଧ୍ୟ ଯନ୍ତ୍ରଣା  ହୋଇଥାଏ ।

- ଅଧିକ ସମୟ  ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା  ଆମର ମାଂସପେଶୀ କ୍ରିୟାଶୀଳ ହୋଇପାରେ ନାହିଁ । ଏହି କାରଣରୁ ଆମ ମସ୍ତିଷ୍କକୁ ସତେଜ ରକ୍ତ ଏବଂ ଅକ୍ସିଜେନ୍ ମିଳି ନଥାଏ ।
- ମାଂସପେଶୀ ଗୁଡିକର ମୋଟାପଣ  ଅଧିକ ସମୟ ବସିରହିବା ଯୋଗୁ ବଢିଥାଏ, ଏଥିଲାଗି  ଫ୍ୟାଟ ଏସିଡ୍ ଶରୀରରେ ସମସ୍ୟା ସୃଷ୍ଟି କରିଥାଏ ।
- ଏହା ସହ ଏହି ଅଭ୍ୟାସ ଶରୀରରେ କୋଲେଷ୍ଟ୍ରଲର ସ୍ତରକୁ ବୃଦ୍ଧି କରାଏ ତେଣୁ ଅନେକ ଗମ୍ଭୀର ସମସ୍ୟା ଉପୁଯାଇଥାଏ ।

ଆହୁରି ପଢନ୍ତୁ : ଶରୀର ପାଇଁ ଲାଭଦାୟକ ନାଲି ରଙ୍ଗର ପରିବା ଓ ଫଳ