ଲକଡାଉନ ସମୟର କିଛି ଅଜବ ଫଟୋଚିତ୍ର...

ମଙ୍ଗଳବାର ମଧ୍ୟରାତ୍ରୀରୁ ସମଗ୍ର ଦେଶରେ ଲକଡାଉନ ପରିସ୍ଥିତି ଜାରି ରହିଛି। କିଛିଟା ଜରୁରୀ ସେବାକୁ ଛାଡ଼ିଦେଲେ ଲୋକମାନେ ବାହାରକୁ ବାହାରିନଥିବା ଦେଖିବାକୁ ମିଳିଛି। ତେବେ କିଛି ଲୋକ ଜରୁରୀ ସେବା ପାଇଁ ବିଭିନ୍ନ ଦୋକାନ, ଡାକ୍ତରଖାନା, ମନ୍ଦିର ଆଦି ସ୍ଥାନରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ସେହି ସମୟରେ କିଛି ଫଟୋ ଆମର ହସ୍ତଗତ ହୋଇଛି।

ଲକଡାଉନ ସମୟର କିଛି ଅଜବ ଫଟୋଚିତ୍ର...

ନୂଆଦିଲ୍ଲୀ: ମଙ୍ଗଳବାର ମଧ୍ୟରାତ୍ରୀରୁ ସମଗ୍ର ଦେଶରେ ଲକଡାଉନ ପରିସ୍ଥିତି ଜାରି ରହିଛି। କିଛିଟା ଜରୁରୀ ସେବାକୁ ଛାଡ଼ିଦେଲେ ଲୋକମାନେ ବାହାରକୁ ବାହାରିନଥିବା ଦେଖିବାକୁ ମିଳିଛି। ତେବେ କିଛି ଲୋକ ଜରୁରୀ ସେବା ପାଇଁ ବିଭିନ୍ନ ଦୋକାନ, ଡାକ୍ତରଖାନା, ମନ୍ଦିର ଆଦି ସ୍ଥାନରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଛି। ସେହି ସମୟରେ କିଛି ଫଟୋ ଆମର ହସ୍ତଗତ ହୋଇଛି। ତେବେ ଲକଡାଉନ ସମୟରେ ଦେଶର ସ୍ଥିତି। 

ଫରିଦାବାଦ

ଲକଡାଉନ ଇଣ୍ଡିଆ

ଫରିଦାବାଦର ଏକ ଦୋକାନରେ ଲୋକମାନେ ଧାଡ଼ିବାନ୍ଧି ଧାର୍ଯ୍ୟ ଦୂରତାରେ ରହି ସଉଦା କିଣୁଥିବାର ଦୃଶ୍ୟ। 

ଫରିଦାବାଦ-୨

ଲକଡାଉନ ଇଣ୍ଡିଆ

ଅନ୍ୟ ଏକ ଦୋକାନରେ ମଧ୍ୟ ଲୋକମାନେ ଧୈର୍ଯ୍ୟର ସହ ଧାଡ଼ିରେ ଛିଡ଼ା ହୋଇଥିବାର ଦୃଶ୍ୟ

ଗୁଜୁରାଟ

ଲକଡାଉନ ଇଣ୍ଡିଆ

ପୂଜା ସାମଗ୍ରୀ କିଣିବା ପାଇଁ ଦୋକାନରେ ଭିଡ଼। ଶୃଙ୍ଖଳିତ ଭାବେ ଧାଡ଼ିରେ ଛିଡ଼ ହୋଇଛନ୍ତି ଲୋକମାନେ।

ମୁମ୍ବାଇ

ଲକଡାଉନ ଇଣ୍ଡିଆ

ସହରର ଗଳିକନ୍ଦିରେ ଥିବା ଦୋକାନ ଗୁଡ଼ିକରେ ସାନିଟାଇଜର ସିଞ୍ଚନ କରାଯାଉଥିବାର ଦୃଶ୍ୟ

ଜମ୍ମୁକାଶ୍ମୀର

ଲକଡାଉନ ଇଣ୍ଡିଆ

ସକାଳୁ ମର୍ଣ୍ଣିଂ ଓ୍ୱାକରେ ଆସୁଥିବା ଲୋକମାନଙ୍କ ପାଇଁ ପୋଲିସର ସ୍ୱତନ୍ତ୍ର ବ୍ୟବସ୍ଥା