ଭାରତୀୟ ଗଣମାଧ୍ୟମକୁ ଚୀନର ସମାଲୋଚନା

ସମଗ୍ର ବିଶ୍ୱରେ କୋରୋନା ଭାଇରସକୁ ପ୍ରସାର କରିବା ପରେ ଏବେ ଚୀନ ଗଣମାଧ୍ୟମ ଗୁଡ଼ିକୁ ଆକ୍ରମଣ କରିବା ଆରମ୍ଭ କରିଦେଇଛି। ଭାରତୀୟ ଗଣମାଧ୍ୟମ ଉପରେ ଆକ୍ରମଣ କରିବା ଆରମ୍ଭ କରିଛି। କିଛି ଦିନ ପୂର୍ବରୁ ଭାରତର ଏକ ବୈଦୁତିକ ଗଣମାଧ୍ୟମ ଓ ଆଉ ଏକ ଇଂରାଜୀ ଛାପା ଗଣମାଧ୍ୟମକୁ ଧମକ ଦେବା ପରେ ଏବେ ଭାରତର ପ୍ରତିଷ୍ଠିତ ଗଣମାଧ୍ୟମ ସଂସ୍ଥା 'ଦ ହିନ୍ଦୁ'କୁ ଟାର୍ଗ

ଭାରତୀୟ ଗଣମାଧ୍ୟମକୁ ଚୀନର ସମାଲୋଚନା

About the Author