ସୂର୍ଯ୍ୟକିରଣରେ ମରୁଛନ୍ତି କୋରୋନା ଭାଇରସ: ବୈଜ୍ଞାନିକ

କୋରୋନା ଭାଇରସ ମହାମାରୀ ରୂପ ନେଇ ସାରିଛି। ସମଗ୍ର ବିଶ୍ୱରେ ତାଣ୍ଡବ ରଚୁଛି ଏହି କୋରୋନା ଭାଇରସ। ଏହାର ପ୍ରତିକାର ପାଇଁ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ତେବେ ଏହାରି ମଧ୍ୟରେ ଆମେରିକାରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଏକ ସୁଖଦ ଖବର ଦେଇଛନ୍ତି। ସେମାନେ କହିଛନ୍ତି କି, ସୂର୍ଯ୍ୟକିରଣରେ କୋରୋନା ଭାଇରସର ଅନ୍ତ ହେବ। ଏହି କିରଣରେ କୋରୋ

ସୂର୍ଯ୍ୟକିରଣରେ ମରୁଛନ୍ତି କୋରୋନା ଭାଇରସ: ବୈଜ୍ଞାନିକ

About the Author