ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ
Advertisement

ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ

ଦେଶର ସର୍ବୋଚ୍ଚ ନ୍ୟାୟାଳୟର ୬ ବିଚାରପତି ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଚନ୍ଦ୍ରଚୁଡ଼ ଏନେଇ ସୂଚନା ଦେଇଛନ୍ତି । ୬ ବିଚାରପତି H1N1 ଭାଇରସରେ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି । ଯେଉଁଥିପାଇଁ ସୁପ୍ରିମକୋର୍ଟରେ କାମ କରୁଥିବା କର୍ମଚାରୀଙ୍କ ଟିକାକରଣ ପାଇଁ ନିର୍ଦ୍ଦେଶ ଜାରି କରିବାକୁ ପ୍ରଧାନ ବିଚାରପତିଙ୍କୁ ଅନୁରୋ

ଫାଇଲ ଫଟୋ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟର ୬ ବିଚାରପତି ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଚନ୍ଦ୍ରଚୁଡ଼ ଏନେଇ ସୂଚନା ଦେଇଛନ୍ତି । ୬ ବିଚାରପତି H1N1 ଭାଇରସରେ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି । ଯେଉଁଥିପାଇଁ ସୁପ୍ରିମକୋର୍ଟରେ କାମ କରୁଥିବା କର୍ମଚାରୀଙ୍କ ଟିକାକରଣ ପାଇଁ ନିର୍ଦ୍ଦେଶ ଜାରି କରିବାକୁ ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି ଜଷ୍ଟିସ ଚନ୍ଦ୍ରଚୁଡ଼ । 

ସେପଟେ ଏହା ଉପରେ ଆଲୋଚନା କରିବା ପାଇଁ ସୁପ୍ରିମକୋର୍ଟ ବାର୍ ଆସୋସିଏସନ ଅଧ୍ୟକ୍ଷଙ୍କ ସହ ବୈଠକ ଡାକିଛନ୍ତି ପ୍ରଧାନ ବିଚାରପତି  । ଆଉ ଏହାରି ଭିତରେ ମାକ୍ସ ପିନ୍ଧି କୋର୍ଟ କାମ କରୁଛନ୍ତି ସ୍ୱାଇନ ଫ୍ଲୁ ଆକ୍ରାନ୍ତ ବିଚାରପତି । 

ଆହୁରି ପଢ଼ନ୍ତୁ; ଦିଲ୍ଲୀ ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ଏନସିପି