ତାନାଜୀ ଦ ଅନସଙ୍ଗ୍ ୱାରିୟରର ନୂଆ ପୋଷ୍ଟର ରିଲିଜ୍, ଦେଖନ୍ତୁ ଏହି ଭୟାନକ ପୋଷ୍ଟର
Advertisement

ତାନାଜୀ ଦ ଅନସଙ୍ଗ୍ ୱାରିୟରର ନୂଆ ପୋଷ୍ଟର ରିଲିଜ୍, ଦେଖନ୍ତୁ ଏହି ଭୟାନକ ପୋଷ୍ଟର

ପରଦାରେ ପୁଣି ଥରେ ନଜର ଆସିବ ଅଜୟ ଦେବଗନ ଏବଂ ସୈଫ୍ ଅଲ୍ଲୀ ଖାନଙ୍କ କେମେଷ୍ଟ୍ରି

ତାନାଜୀ ଦ ଅନସଙ୍ଗ୍  ୱାରିୟରର ନୂଆ ପୋଷ୍ଟର ରିଲିଜ୍, ଦେଖନ୍ତୁ ଏହି ଭୟାନକ ପୋଷ୍ଟର

ତ୍ରିବେଣୀ ମହାପାତ୍ର, ଭୁବନେଶ୍ୱର: ପରଦାରେ ପୁଣି ଥରେ ନଜର ଆସିବ ଅଜୟ ଦେବଗନ ଏବଂ ସୈଫ୍ ଅଲ୍ଲୀ ଖାନଙ୍କ କେମେଷ୍ଟ୍ରି । ତାଙ୍କର ଅପ୍ କମିଙ୍ଗ୍ ଫିଲ୍ମ ତାନାଜୀ ଦ ଅନସଙ୍ଗ୍ ୱାରିୟରର ନୂଆ ପୋଷ୍ଟର ରିଲିଜ୍ ହୋଇସାରିଛି । ଏଥିରେ ଦୁଇ ଆକ୍ଟର ଭୟଙ୍କର ଅନ୍ଦାଜରେ ନଜରକୁ ଆସିବେ ।

ଅଜୟ ଦେବଗନ ଏବଂ ସୈଫ୍ ଅଲ୍ଲୀ ଖାନଙ୍କ କ୍ୟାମେଷ୍ଟ୍ରୀ ପୁଣି ଆଉ ଥରେ ପରଦାରେ ନଜର ଆସିବ । ସେମାନଙ୍କର ଅପ୍ କମିଙ୍ଗ୍ ଫିଲ୍ମ ତାନାଜୀ ଦ ଅନସଙ୍ଗ୍ ୱାରିୟରର ନୂଆ ପୋଷ୍ଟର ରିଲ୍ ହୋଇ ସାରିଛି । ଏହି ପୋଷ୍ଟରରେ ଦୁଇ ଆକ୍ଟର ଖତରନାକ ଲୁକ୍ ରେ ନଜର ଆସିବେ ।

ଅଜୟ ଦେବଗନ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ତାନାଜୀ ଦ  ଅନସଙ୍ଗ୍  ୱାରିୟରର ଦୁଇଟି ନୂଆ ପୋଷ୍ଟର ସେୟାର କରିଛନ୍ତି । ଗୋଟିଏ ପୋଷ୍ଟରରେ ଅଜୟ ଦେବଗନ ଲାଲ ରଙ୍ଗର ପଗଡ଼ି ପିନ୍ଧି ଥିବା ବେଳେ ପୁରା ହଟ୍ ଲୁକ୍ ଦେଇଛନ୍ତି । ଏଥିସହ ଏହାର କ୍ୟାପସନ୍ ମଧ୍ୟ ଲେକିଛନ୍ତି 'ଖବରଦାର' । ଏହା ଖଣ୍ଡା ଠାରୁ ମଧ୍ୟ ଅଧିକ ଧାରୁଆ । ସେହିପରି ଆଉ ଏକ ପୋଷ୍ଟରରେ ସୈଫ୍ ଚାଲାକିର ସହ ହସୁଥିବାର ନଜରକୁ ଆସିଛନ୍ତି । ଆଉ ଏହାର  କ୍ୟାପସନ୍ ରେ ଲେଖାଯାଇଛି 'ହୋ ସେକତା ହେ କି ଘାଓ ତଲୱାର ସେ ଜ୍ୟାଦା ଗେହେରା ହୋ' ।

ରାୱତଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମ ତାନାଜୀ ଦ ଅନସଙ୍ଗ୍ ୱାରିୟରର ଅଜୟ ଦେବଗନ୍ ସୁବେଦାର୍ ତାନାଜୀ ମାଲୁସରେ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ସୈଫ୍ ଏବଂ କାଜଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମକୁ ଅଜୟ ଦେବଗନ୍  ଫିଲ୍ମସ୍ ଏବଂ ଦି ସିରିଜ୍ ପ୍ରଡ୍ୟୁସ୍ କରିଛନ୍ତି । ଏହି ଫିଲ୍ମ ପ୍ରଥମେ ୨୨ ନଭେମ୍ବର ୨୦୧୯ରେ ରିଲିଜ୍ ହେବାର ଥିଲା । କିନ୍ତୁ ଏବେ ଏହା ରିଲିଜ୍ ଡେଟ୍ ଘୁଞ୍ଚାଇ ୧୦ ଜାନୁଆରୀ ୨୦୨୦କୁ କରାଯାଇଛି । ଆପଣଙ୍କୁ ଏହା ମଧ୍ୟ ଜଣାଇଦେଉଛୁ ୧୦ ଜାନୁଆରୀ ୨୦୨୦କୁ ମେଧନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ଦୀପିକା ପାଦୁକୋଣଙ୍କ ଷ୍ଟାରର ଛପାକ୍ ମଧ୍ୟ ରିଲିଜ୍ ହେବ ।
 
ଅଜୟ ଓ ସୈଫ୍ ପୂର୍ବରୁ ମଧ୍ୟ ଏହି ଫିଲ୍ମରେ ମିଶି କାମ କରିଛନ୍ତି