କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କାଟ ନେଇ କୌଣସି ପ୍ରସ୍ତାବ ନାହିଁ: ଜିତେନ୍ଦ୍ର ସିଂହ

କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କାଟ ନେଇ କୌଣସି ପ୍ରସ୍ତାବ ନାହିଁ। ଏଭଳି ମିଛ ଖବର ଉପରେ ଧ୍ୟାନ ନଦେବାକୁ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦାୟିତ୍ୱରେ ଥିବା ମନ୍ତ୍ରୀ ଜିତେନ୍ଦ୍ର ସିଂହ।

କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା କାଟ ନେଇ କୌଣସି ପ୍ରସ୍ତାବ ନାହିଁ: ଜିତେନ୍ଦ୍ର ସିଂହ