• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /ଘଡ଼ଘଡ଼ି ସହିତ ହୋଇପାରେ ସାମାନ୍ୟ ବର୍ଷା

ଘଡ଼ଘଡ଼ି ସହିତ ହୋଇପାରେ ସାମାନ୍ୟ ବର୍ଷା

ବଦଳୁଛି ପାଣିପାଗ...

Edited ByZee Odisha Desk
Published: Apr 29, 2020, 06:23 PM IST|Updated: Apr 29, 2020, 06:23 PM IST
joinshare
ଘଡ଼ଘଡ଼ି ସହିତ ହୋଇପାରେ ସାମାନ୍ୟ ବର୍ଷା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    UPI Digital Payments: ୨ ହଜାର ଟଙ୍କା ପର୍ଯ୍ୟନ୍ତ UPI ଦେଣନେଣ ଦେୟମୁକ୍ତ

    UPI Digital Payments: ୨ ହଜାର ଟଙ୍କା ପର୍ଯ୍ୟନ୍ତ UPI ଦେଣନେଣ ଦେୟମୁକ୍ତ

    2

    ନୂଆଁଖାଇରେ ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ

    3

    ସେବା ସଂକଳ୍ପ ଅଭିଯାନ ପାଇଁ ସମ୍ବଲପୁରରେ ପ୍ରସ୍ତୁତି ବୈଠକ

    4

    ନୂଆଖାଇ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ନିୟନ୍ତ୍ରଣ ବାହାରେ ଖୁଚୁରା ମୁଦ୍ରାସ୍ଫୀତି ଓ ଅନ୍ୟ ଖବର

    5

    ଦିଲ୍ଲୀରେ ନିର୍ମାଣ ହେବ ‘ୟୁନିଟି ମଲ୍’, ପ୍ରଦର୍ଶନ ପାଇଁ ରହିବ ୩୬ଟି ଷ୍ଟଲ୍ ଓ ଫୁଡ୍ କୋର୍ଟ

    ଶାନ୍ତାସ୍ୱରୂପ ରାଉତ, ଭୁବନେଶ୍ୱର: ଏଣିକି ହାଲୁକା ବର୍ଷା, ବଢିବ ତାତି । ଦକ୍ଷିଣ ଛତିଶଗଡ ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଉପକୂଳ ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ଷିପ୍ତ ଭାବେ ୟୋଲେ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । 

    ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡିଶାର ୮ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ, ନୂଆପଡା, ବଲାଙ୍ଗିରରେ ଘଡଘଡି ବିଜୁଳି ସହ ହାଲୁକା ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଏହାସହ ଅନ୍ୟାନ୍ୟ ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ୨୪ ଘଣ୍ଟା ପରେ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । 

    ଏହାପରେ ୨ ତାରିଖରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ପରେ ୩ ତାରିଖରେ ପୁଣି ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି। ସେପଟେ ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୪ ଡିଗ୍ରୀ ଓ ଉପକୂଳ ଓଡିଶାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ପୂର୍ବାନୁମାନ କରିଛି କେନ୍ଦ୍ର ।

     

    Add Zee News as a Preferred Source
    TAGS:
    thunderstorm
    Weather
    odisha weather