• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /କୋରୋନା ସଂକଟ: ଟ୍ରେନ ଟିକଟକୁ ନେଇ ତେଜୁଛି ରାଜନୀତି

କୋରୋନା ସଂକଟ: ଟ୍ରେନ ଟିକଟକୁ ନେଇ ତେଜୁଛି ରାଜନୀତି

କଂଗ୍ରେସକୁ କଡ଼ା ଜବାବ ଦେଲା ରେଳ ମନ୍ତ୍ରଣାଳୟ

Edited ByZee Odisha Desk
Published: May 04, 2020, 03:33 PM IST|Updated: May 04, 2020, 03:33 PM IST
joinshare
କୋରୋନା ସଂକଟ: ଟ୍ରେନ ଟିକଟକୁ ନେଇ ତେଜୁଛି ରାଜନୀତି

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ, ରାମଲୀଳା ମଞ୍ଚରେ ନୂଆ ଅବତାରରେ ଆସ

    ବ୍ରଜମୋହନ ରାମ ଓଡ଼ିଶାର ନୂଆ ରାଜ୍ୟପାଳ, ରାମଲୀଳା ମଞ୍ଚରେ ନୂଆ ଅବତାରରେ ଆସ

    2

    Delhi Metro: ଦିଲ୍ଲୀ ମେଟ୍ରୋ ଚଳାଚଳକୁ ନେଇ ଆସିଲା ବଡ଼ ଅପଡେଟ୍! ସ୍ବାଭାବିକ୍ ହେବା ସହ...

    3

    CJP Protest:‘ଏବେ ପୂରା ଦେଶ ଜନ୍ତର ମନ୍ତର’:ପ୍ରତିବାଦ ସ୍ଥଳ ଉପରେ କଟକଣାକୁ ନେଇ ଅଭିଜିତ ଦୀପକେଙ୍

    4

    ୭ଟି ମୋଟରସାଇକେଲ୍‌କୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୩ ଆହତ

    5

    Top 10 News: ଭୁବନେଶ୍ବରରେ ସିରିଜ୍ ଦୁର୍ଘଟଣା, ଦିଲ୍ଲୀରେ ବର୍ଷା ଓ ଅନ୍ୟ ଖବର

    ନୂଆଦିଲ୍ଲୀ: କୋରୋନା ପାଇଁ ରାଜ୍ୟ ସରକାର ପ୍ରବାସୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବା କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି କ୍ରମରେ ଓଡ଼ିଶା, ଝାଡ଼ଖଣ୍ଡ, ପଞ୍ଜାବ ପ୍ରଭୃତି ରାଜ୍ୟ ସରକାର ଅନ୍ୟ ରାଜ୍ୟରେ ଥିବା ପ୍ରବାସୀମାନଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ଶ୍ରମିକମାନଙ୍କୁ ଟ୍ରେନ ଯୋଗେ ଅନ୍ୟ ରାଜ୍ୟରୁ ଆଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। କିନ୍ତୁ ଏହି ଶ୍ରମିକମାନଙ୍କୁ ନେବା ଆଣିବାକୁ ନେଇ ରାଜନୀତି ତେଜିବାରେ ଲାଗିଛି। 

    ବିଜେପି ଓ ରେଳ ମନ୍ତ୍ରଣାଳୟକୁ ଦାୟୀ କରିଛି କଂଗ୍ରେସ। କଂଗ୍ରେସ କହିଛି ରେଳ ମନ୍ତ୍ରଣାଳୟ ପ୍ରବାସୀ ଶ୍ରମିକଙ୍କ ଠାରୁ ସେମାନଙ୍କ ନିକଟରୁ ଟିକଟ ପାଇଁ ଅର୍ଥ ନିଆଯାଉଛି। କଂଗ୍ରେସ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ରେଳ ମନ୍ତ୍ରଣାଳୟ ଶ୍ରମିକ ଯାତ୍ରୀଙ୍କ ଠାରୁ ଟଙ୍କା ନେଇ ପିଏମ କେୟାର୍ସଙ୍କୁ ଚାନ୍ଦା ଦେଉଛି। ସେପଟେ ଏହାର କଡ଼ା ଜବାବ ଦେଇଛି ରେଳ ମନ୍ତ୍ରଣାଳୟ ଓ ବିଜେପି। 

    ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ଯେତେବେଳେ ରେଳ ମନ୍ତ୍ରୀ ୧୫୧ କୋଟି ଟଙ୍କା ପିଏମ କେୟାର୍ସ ଫଣ୍ଡକୁ ଦାନ କରିପାରୁଛନ୍ତି, ତେବେ ପ୍ରବାସୀ ଯାତ୍ରୀମାନଙ୍କୁ କାହିଁକି ମାଗଣାରେ ଛାଡ଼ୁନାହାନ୍ତି। ଭାରତୀୟ କଂଗ୍ରେସ ନିଷ୍ପତ୍ତି ନେଇଚି ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଖର୍ଚ୍ଚ ବହନ କରିବ ବୋଲି ସେ କହିଛନ୍ତି। 

    ରେଳ ମନ୍ତ୍ରଣାଳୟ କହିଛି କି, କଂଗ୍ରେସର ଅନ୍ୟକୁ ବଦନାମ କରିବା ପୁରୁଣା ରୋଗ। ଏଥର ମା, ପୁଅ ଝିଅ ମିଶିକରି ବଦନାମ କରିଛନ୍ତି। ରାହୁଲ ଗାନ୍ଧୀ, ପ୍ରିୟଙ୍କା ଭଦ୍ରା ଓ ସୋନିଆ ଗାନ୍ଧୀ ଏଭଳି ମିଥ୍ୟା ପ୍ରଚାର କରୁଛନ୍ତି। ଯାଉଥିବା ଶ୍ରମିକଙ୍କ ନିକଟରୁ କୌଣସି ଅର୍ଥ ନିଆଯାଇନାହିଁ। ବୋଲି ରେଳ ମନ୍ତ୍ରଣାଳୟ କହିଛି। 

     

    Add Zee News as a Preferred Source
    TAGS:
    sonia gandhi
    Rahul Gandhi
    priyanka gandhi
    Railway