ଗୁଜବ ହେଲା କାଳ, ଏକାଠି ହେଲେ ଶତାଧିକ ଶ୍ରମିକ

ଦେଶରେ କୋରୋନା ସ୍ଥିତି ସଂକଟମୟ ପରିସ୍ଥିତି ସୃଷ୍ଟି କରିଛି। କୋରୋନାକୁ ପ୍ରତିହତ କରିବା ପାଇଁ ଦେଶରେ ଲକଡାଉନ ସ୍ଥିତି ଜାରି ରହିଛି। ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ଲକଡାଉନ ଶେଷ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଆସନ୍ତ ମେ ୩ ତାରିଖକୁ ବୃଦ୍ଧି କରିଛନ୍ତି। ତେବେ ଏହାରି ମଧ୍ୟରେ ଛାତିଥରା ଦୃଶ୍ୟ ମହାରାଷ୍ଟ୍ରର ବାନ୍ଦ୍ରାରୁ ଆସିଛି।

ଗୁଜବ ହେଲା କାଳ, ଏକାଠି ହେଲେ ଶତାଧିକ ଶ୍ରମିକ

About the Author