ଆଜି ସୁନାବେଶ, ବଡ଼ତଡ଼ାଉ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ସରିଛି ରଥଯାତ୍ରା। ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ମହାବାହୁ। ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ା ଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଫେରିଛନ୍ତି। ଆଜି ହେଉଛି ସୁନାବେଶ। ମହଣ ମହଣ ସୁନାରେ ସଜେଇ ହେବେ ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା।

ଆଜି ସୁନାବେଶ, ବଡ଼ତଡ଼ାଉ ବେଶରେ ଦର୍ଶନ ଦେବେ ମହାପ୍ରଭୁ

About the Author