• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • THS
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Other News
  • /୧୪ଟି ରାଜ୍ୟରେ ରହିଛନ୍ତି ତବଲିଗି ଜମାତ ମୌଲାନା

୧୪ଟି ରାଜ୍ୟରେ ରହିଛନ୍ତି ତବଲିଗି ଜମାତ ମୌଲାନା

ଘନଉଛି କୋରୋନା ସଂକଟ !

Edited ByZee Odisha Desk
Published: Apr 03, 2020, 05:31 PM IST|Updated: Apr 03, 2020, 05:31 PM IST
joinshare
୧୪ଟି ରାଜ୍ୟରେ ରହିଛନ୍ତି ତବଲିଗି ଜମାତ ମୌଲାନା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Teachers Day 2026: କାହିଁକି ସେପ୍ଟେମ୍ବର ୫ରେ ପାଳନ ହୁଏ ଗୁରୁ ଦିବସ? ଜାଣନ୍ତୁ ଡ. ରାଧାକୃଷ୍ଣନଙ

    Teachers Day 2026: କାହିଁକି ସେପ୍ଟେମ୍ବର ୫ରେ ପାଳନ ହୁଏ ଗୁରୁ ଦିବସ? ଜାଣନ୍ତୁ ଡ. ରାଧାକୃଷ୍ଣନଙ

    2

    Road Accident: ଛାତିଥରା ଦୁର୍ଘଟଣା: ଘଟଣାସ୍ଥଳରେ ୮ ମୃତ

    3

    ସ୍ୱତନ୍ତ୍ର ଭାରଦ୍ୱାଜଙ୍କ ବିରୋଧରେ POCSO ମାମଲା, SC/ST ଆକ୍ଟର ଧାରା ଯୋଡ଼ିଲା ଦିଲ୍ଲୀ ପୋଲିସ

    4

    Top 10 News: ବସ୍ ଦୁର୍ଘଟଣାରେ ଜଣେ ମୃତ ୨୫ ଆହତ, ଜନ୍ମାଷ୍ଟମୀ ପାଳନ ଓ ଅନ୍ୟ ଖବର

    5

    ଫୁକେତ-ଦିଲ୍ଲୀ ବିମାନ ମାମଲାରେ ପାଇଲଟଙ୍କୁ ବହିଷ୍କାର

    ନୂଆଦିଲ୍ଲୀ: ଦେଶରେ କୋରୋନା ବ୍ୟାପକ ଭାବେ ପ୍ରସାରିତ ହେଉଥିବା ବେଳେ ଏହାକୁ ନେଇ ବର୍ତ୍ତମାନ ସବୁ ସ୍ତରରେ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି। ତେବେ ଦୈନିକ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ସମ୍ପର୍କିତ ତଥ୍ୟ ପ୍ରଦାନ କରାଯାଉଛି। କିନ୍ତୁ ଆଜି ପ୍ରଦାନ କରାଯାଇଥିବା ତଥ୍ୟ ବେଶ ଚାଞ୍ଚଲ୍ୟ ସୃଷ୍ଟି କରିଛି।  

    ଆଜି ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ସ୍ୱାସ୍ଥ୍ୟ  ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ୱାଲ କହିଛନ୍ତି କି, ବିଗତ ୨୪ ଘଣ୍ଟା ମଧ୍ୟରେ କୋରୋନାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଏ ସମସ୍ତେ ନିଜାମୁଦ୍ଦିନରେ ହୋଇଥିବା ତବଲିଗି ଜମାତ କାର୍ଯ୍ୟକ୍ରମରେ ସାମିଲ ରହିଥିଲେ। ସେ ଆହୁରି ମଧ୍ୟ କହିଥିଲେ କି, ଦିଲ୍ଲୀ ରେ ତବଲିଗି ଜମାତ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ପ୍ରାୟ ୩୬୦ ଜଣ ବିଦେଶୀ ନାଗରିକଙ୍କୁ କଳାତାଲିକା ଭୁକ୍ତ କରିଛି ଗୃହ ବିଭାଗ। ଏହା ସହିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ବୋଲି ସେ କହିଥିଲେ।  

    ସେ ଆହୁରି ମଧ୍ୟ କହିଥିଲେ କି, ଦିଲ୍ଲୀର ନିଜାମୁଦ୍ଦିନରେ ହୋଇଥିବା ତବଲିଗି ଜମାତରେ ସାମିଲ ଥିବା ମୌଲାନା ମାନେ ୧୪ଟି ରାଜ୍ୟକୁ ଯାଇଛନ୍ତି। ଏହା ସହିତ ସେମାନେ ଶତାଧିକ ସଂଖ୍ୟାରେ ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ। ସେପଟେ ଆଇସିଏମଆର ଅଧିକାରୀ କହିଛନ୍ତି କି କୋରୋନା ଭାଇରସ ସଂକ୍ରମଣଙ୍କ ବୃଦ୍ଧି ପାଇପାରେ ବୋଲି କହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ଲୋଲକଙ୍କ ନମୂନା ଯାଞ୍ଚ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୮୨ଟି ଲ୍ୟାବ କାର୍ଯ୍ୟ କରୁଛି। ଏଥିରେ ପ୍ରାୟ ୧୩୦ ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ନେଇ ସେ ସୂଚନା ଦେଇଛନ୍ତି।  

     

    Add Zee News as a Preferred Source
    TAGS:
    Nizamuddin
    Corona
    Tabligi jamat
    States