• ବର୍ଷା-ଅନୁଭବ ଘରୋଇ ବିବାଦ ମାମଲା
  • ଏସଡିଜେଏମ କୋର୍ଟ ଅନୁଭବ ଓ ପତ୍ନୀ ବର୍ଷାଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ କହିଥିଲେ
  • ହେଲେ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ସାଂସଦ ଅନୁଭବ
  • ଫେବ୍ରୁଆରି ୧୭ ଯାଏ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ହସ୍ତତନ୍ତ ମେଳା
  • ସମ୍ବଲପୁର ବିଶ୍ବବିଦ୍ୟାଳୟର ନୂଆ କୁଳପତି ସଂଜୀବ ମିତ୍ତଲ
  • ଜାନୁଆରି ୩୦ରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତ
  • ଶାହଙ୍କ ବଙ୍ଗଳା ଗସ୍ତ ପୂର୍ବରୁ ମମତାଙ୍କୁ ଆଉ ଏକ ଝଟକା, ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ରାଜୀବ ବାନାର୍ଜୀ
  • ଭୁବନେଶ୍ବର ନାବାଳିକା ଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତ ଶେଷ କରି ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ପାଇଁ କ୍ରାଇମବ୍ରାଞ୍ଚକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ଆଇପିଏଲ ରେ ବିଡିଂ ପାଇଁ ଓଡ଼ିଶାର ୬ ଜଣଙ୍କ ନାଁକୁ ଓସିଏ ର ସୁପାରିସ
  • ଗୌରବ ଚୌଧୁରୀ, ପପୁ ରାୟ, ରାଜେଶ ଧୂପର, ରାଜେଶ ମହାନ୍ତି, ତାରିଣୀ ସ ଓ ଶୁଭ୍ରାଂଶୁ ସେନାପତିଙ୍କ ନାଁ ସୁପାରିସ

ଗେଟ ମ୍ୟାନଙ୍କ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲା ଟ୍ରେନ

ମଇଁଷି ପଲ ପାଇଁ ଆଜି ଭୁବନେଶ୍ୱରରେ ଘଟିଥାନ୍ତା ରେଳ ଦୁର୍ଘଟଣା

ଗେଟ ମ୍ୟାନଙ୍କ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲା ଟ୍ରେନ
ଗେଟ ମ୍ୟାନଙ୍କ ବୁଦ୍ଧି ଯୋଗୁଁ ଦୁର୍ଘଟଣାରୁ ବର୍ତ୍ତିଲା ଟ୍ରେନ

ସରୋଜ ବେହେରା, ଭୁବନେଶ୍ୱର: ମଇଁଷି ପଲ ପାଇଁ ଆଜି ଭୁବନେଶ୍ୱରରେ ଘଟିଥାନ୍ତା ରେଳ ଦୁର୍ଘଟଣା । ହେଲେ ଗେଟ ମ୍ୟାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଭୁବନେଶ୍ୱର-ଆନନ୍ଦବିହାର ଟ୍ରେନ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତିଯାଇଛି । ପାଖାପାଖି ଏକ ଘଣ୍ଟା ଘରି ଟ୍ରାକରେ ଅଟକି ରହିଥିଲା ଟ୍ରେନ । ସମୟ ପ୍ରାୟ ୧୨ଟା ୫୦ ସମୟରେ ଭୁବନେଶ୍ୱରରୁ ଆନନ୍ଦବିହାର ଏକ୍ସପ୍ରେସ ଯାଉଥିବା ବେଳେ ରେଳ ସାମ୍ନାକୁ ପଳାଇ ଆସିଥିଲେ ମଇଁଷି ପଲ । ଭିଏସଭିଏସ ନଗର ରେଳ ଧାରଣାରେ ଏଭିଳି ପରିସ୍ଥିତି ଦେଖି ଚିନ୍ତାରେ ପଡିଯାଇଥିଲେ ଗେଟ ମ୍ୟାନ । ଉପସ୍ଥିତ ବୁଦ୍ଧି ଖଟାଇ ସେ ରେଳ ଟ୍ରାକରେ ଲଗାଇ ଦେଇଥିଲେ ଲାଲ ପତକା । ଦୂରରୁ ଲାଲ ରଙ୍ଗ ଦେଖି ଟ୍ରେନ ଚାଳକ ରେଳକୁ ଅଟକାଇଥିଲେ । ଗେଟ ମ୍ୟାନ ନାଲି ପତାକା ପୋତି ବିପଦ ସଙ୍କେତ ଦେବାରୁ ଟ୍ରେନ ଅଟକି ଯାଇଥିଲା। କେତେକ ଯାତ୍ରୀ ଭୟଭୀତ ହୋଇପଡିବା ସହ ଓହ୍ଲାଇ ପଡିଥିଲେ । ୧ ଘଣ୍ଟା ପରେ ସିଗ୍ନାଲ ଗ୍ରୀନ ମିଳିବାରୁ ଟ୍ରେନ ଛାଡିଥିଲା ।