ଚାଲିଚାଲି ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ଫେରୁଥିଲେ ଶ୍ରମିକ, ଟ୍ରେନ ମାଡ଼ିଯାଇ ୧୬ ଜଣଙ୍କ ମୃତ୍ୟୁ

ଏହି ଘଟଣା ଆଜି ଭୋରରୁ ଘଟିଛି । ୨୦ ପ୍ରବାସୀ ଶ୍ରମିକ ମହାରାଷ୍ଟ୍ର ଔରଙ୍ଗାବାଦରୁ ନିଜ ରାଜ୍ୟ ମଧ୍ୟପ୍ରଦେଶ ଅଭିମୁଖେ ବାହାରିଥିଲେ । ଏମାନେ ସମସ୍ତ ଜାଲନା ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ତେବେ ଲକଡାଉନ୍ କାରଣରୁ ରେଳ ଟ୍ରାକରେ ଚାଲିଚାଲି ଘରକୁ ଫେରୁଥିଲେ ।

ଚାଲିଚାଲି ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ଫେରୁଥିଲେ ଶ୍ରମିକ, ଟ୍ରେନ ମାଡ଼ିଯାଇ ୧୬ ଜଣଙ୍କ ମୃତ୍ୟୁ
Image Credit: ଫଟୋ ସୌଜନ୍ୟ: ଜୀ ମିଡିଆ

About the Author