ବାବ୍ରି ମସଜିଦ ଭଙ୍ଗା ମାମଲା: '୩୧ ଅଗଷ୍ଟ ମଧ୍ୟରେ ଅନ୍ୟ ଏକ ସମ୍ପୃକ୍ତ ମାମଲା ଶୁଣାଣି ସରିବ'

ବାବ୍ରି ମସଜିଦ ଭାଙ୍ଗିବା ମାମଲାର ଷଡଯନ୍ତ୍ର ମାମଲା ସୁପ୍ରିମକୋର୍ଟ ଏହି ଶୁଣାଣି ଶେଷ କରିବାକୁ ଆସନ୍ତା ୩୧ ଅଗଷ୍ଟ ୨୦୨୦ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ଅଗଷ୍ଟ ଶେଷ ସୁଦ୍ଧା ଏହି ମାମଲା ଶେଷ କରିବା ଉଚିତ ଏବଂ ଏହାର ରାୟ ଦେବା ଉଚିତ୍। ଅଗଷ୍ଟ ସମୟସୀମାକୁ ସିବିଆଇ କୋର୍ଟ ଉଲ୍ଲଂଘନ କରି

ବାବ୍ରି ମସଜିଦ ଭଙ୍ଗା ମାମଲା: '୩୧ ଅଗଷ୍ଟ ମଧ୍ୟରେ ଅନ୍ୟ ଏକ ସମ୍ପୃକ୍ତ ମାମଲା ଶୁଣାଣି ସରିବ'

About the Author